Latest Odisha News
Browsing Category

ମାଲକାନଗିରି

Malkangiri

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ…

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।…

ମାଲକାନଗିରିରେ ଠାବ ମାଓ ଶିବିର , ବିପୁଳ ପରିମାଣର ବିସ୍ପୋରକ ଜବତ

ମାଲକାନଗିରି : ମାଲକାନଗିରିରେ ପୁଣି ଠାବ ହେଲା ମାଓ ଶିବିର।  ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। । ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ  ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି । ମାଓ ଶିବିରରୁ ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ ଜବତ କଲେ…

ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ମାଲକାନଗିରି: ଆଗକୁ ଆସୁଛି ପଂଚାୟତ ନିର୍ବାଚନ । ତା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ରାଜନୈତିକ ଅସନ୍ତୁଷ୍ଟତା । ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମାଲକାନଗିରି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ । ମିଳିଥିବା ସୂଚନା ଅନୁଯାୟୀ ରାମ ପ୍ରସାଦ ପଟ୍ଟନାୟକ ଆଜି…

ମାଲକାନଗିରିରେ ନକ୍ସଲ-ଯବାନ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରିରେ ପୁଣି ନକ୍ସଲ-ଯବାନ ମୁହାଁମୁହିଁ । ମାଲକାନାଗିରି ଜିଲ୍ଲା ତୁଳସୀ ପାହଡରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁ ନିକଟରେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଦରଭା ମାଓ ସଙ୍ଗଠନର ପ୍ରାୟ ୫୦ ଜଣ ସଶସ୍ତ୍ର ନକ୍ସଲ ଏକ…

୨୨୫୬ କିଲୋ ଗଞ୍ଜେଇ ଜବତ ,୩ ଗିରଫ

ମାଲକାନଗିରି : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଅଞ୍ଚଳରୁ ରାୟପୁରକୁ କୋଇଲା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ୨୨୫୬ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ…

ମାଲକାନଗିରି ଉପରେ ଆନ୍ଧ୍ର ଓ ତେଲେଙ୍ଗନା ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି

ମାଲକାନଗିରି: ଓଡିଶା ସୀମାକୁ ନେଇ ପ୍ରାୟତଃ ସମୟ ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାର ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ । ହେଲେ ଏଥର କ୍ୱାର୍ଜ ପଥର ପାଇଁ ମାଲକାନଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର ଖଣିଆ ମାଫିଆ । ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି…

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ମାଲକାନଗିରି : ମାଲକାନଗିରି ଗସ୍ତରେ ରାଜ୍ୟ ବିଜେପିର ସମ୍ପାଦକୀୟ ଟିମ୍ । ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ସମ୍ପାଦକ ଟଙ୍କଧର ତ୍ରିପାଠୀ ମାଲକାନଗିରି ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଅଗଷ୍ଟ ମାସ ୨୦…

ପୋଲିସ ହାତରେ ଧରାପଡିଲା ନକଲି ବିଦ୍ୟୁତ୍ ବିଲ୍ ଆଦାୟକାରୀ

ମାଲକାନଗିରି: ନକଲି ସାମଗ୍ରୀ ବିକ୍ରୟ ଓ ଭେଜାଲ୍ ଖାଦ୍ୟ ଯୋଗାଣ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ବୋଧ ହୁଏ ନକଲି ବିଦ୍ୟୁତ ବିଲ୍ ଆଦାୟ ଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ଅର୍କେଲ୍ ଥାନା ଅନ୍ତର୍ଗତ ଏମ୍‌ଭି-୩୦ ନମ୍ବର ଗାଁରେ ପୋଲିସ ହାତରେ…

ବଜ୍ରାଘାତରେ ୧୭ ଗାଈ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଗାଇ ଚରାଳି

ମାଲକାନଗିରି: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଖାସ କରି ପୁରୀରେ ଲଗାତାର ବର୍ଷା ରେକର୍ଡ ଭାଙ୍ଗିଥିଲାବେଳେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ । ବଜ୍ରାଘାତରେ ଆତଙ୍କିତ…