Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳି ବିନିମୟ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଏଥିରେ ମାଓବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କୁଲାବେଡ଼ା…

କରୋନା ମାଡରେ ଘାଇଲା, ଆତ୍ମସର୍ପଣ କଲେ ୧୯ ମାଓବାଦୀ

ମାଲକାନଗିରି: ଧ୍ୱସ୍ତ ହେବାରେ ଲାଗିଛି ମାଓବାଦୀଙ୍କ ମିଛ ଦମ୍ଭ । ମାଓ ଶିବିରରୁ ଛତ୍ରଭଙ୍ଗ ଦେଲେଣି ମାଓବାଦୀ । କିଛି କରୋନା ସଂକ୍ରମଣକୁ ଡରି ତ ଆଉ କିଛି ସତ୍ୟତା ହୃଦୟଙ୍ଗମ କରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ମାଓବାଦୀ ଆଖ୍ୟାକୁ ଆଡେଇ ଆଜି ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ…

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ…

ସଙ୍ଗଠନ ଛାଡିଲେ ମାଓ ଦମ୍ପତି

ମାଲକାନଗିରି: ନିର୍ଯାତନା ସହିନପାରି ମାଓ ସଙ୍ଗଠନ ଛାଡିଲେ ଦମ୍ପତି । ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସଙ୍ଗଠନରେ ହେଉଥିବା ନିର୍ଯାତନା ସହିନପାରି ସଙ୍ଗଠନ ଛାଡିଥିବା କହିଥିଲେ ଦମ୍ପତି । ଏମାନେ…

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା…

ମାଓ ନେତା ମୋହନ ରାଓଙ୍କ ମୃତ୍ୟୁ

ମାଲକାନଗିରି: ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଂଗଠନ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଦଣ୍ଡକାରଣ୍ୟ ଜଂଗଲରେ ତଂକର…

ଆମଲିବେଡାରେ ପ୍ରଥମ ଥର ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରିର ଏକ ଦୁର୍ଗମ ଅଞ୍ଚଳରେ ପହଂଚିଲା ଡାକ୍ତରୀ ଦଳ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ସେଠାରେ ପହଂଚିଛି । କୋରକେଣ୍ଡାର ନକ୍ସଲ ପ୍ରବଣ ଅଞ୍ଚଳ ଆମଲିବେଡାରେ ପହଂଚିଛି ଏହି ଟିମ୍ । ପ୍ରଥମ ଥର ପାଇଁ ଏହି ଡାକ୍ତରୀ ଦଳ ପହଂଚି ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛି ।…

ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ଟିଫିନ୍ ବୋମା ଜବତ କଲେ ଯବାନ

ମାଲକାନଗିରି: ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ମିଳିଲା ୩ଟି ଟିଫିନ୍ ବୋମା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ମାଣ୍ଡାପାଲି ଅଞ୍ଚଳରୁ ଜବତ କରିଛନ୍ତି ଯବାନ । ବିଏସପି ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ଟି ଟିଫିନ୍ ବୋମା ଜବତ ହୋଇଛି । ଏସବୁ ବିସ୍ଫୋରଣ ପାଇଁ ମାଓବାଦୀ…

ପୋଲିସ ଜାଲରେ ପଡିଲା କୁଖ୍ୟାତ ମାଓନେତା ସୋବରାୟ

ମାଲକାନଗିରି: କରୋନା ମହାମାରୀରେ ସଂକ୍ରମିତ ହୋଇ ଛଟପଟ ହେଉଛି ଲାଲ ବାହିନୀ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଅନେକ ମାଓନେତା କରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ପ୍ରଚାରିତ ଖବର ଯେ, ସତ ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି । ମାତ୍ର…

ଏନ୍‌କାଉଣ୍ଟରରେ ଗର୍ଜିଲା ଯବାନଙ୍କ ବନ୍ଧୁକ, ଦୁଇ ନକ୍ସଲ ନିହତ

ମାଲକାନଗିରି: କରୋନାରେ ଛତ୍ରଭଙ୍ଗ ଦେଲେଣି ମାଓ ସଦସ୍ୟ । ତଥାପି ମିଛ ଦମ୍ଭ ଦେଖାଇବାକୁ ପଛଘୁଂଚା ଦେଉନାହିଁ ଲାଲ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଁ ଜିଲ୍ଲାରେ ହୋଇଥିଲା ଏନକାଉଣ୍ଟର । ଯବାନ ଓ ପୋଲିସର ଅତର୍କିତ ଗୁଳିମାଡରେ ଟଳିପଡିଥିଲେ ଦୁଇ ହାର୍ଡକୋର ନକ୍ସଲ ।…