Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଘେରିଲେ ପଂଚାୟତ ଅଫିସ, ଝୁଲାଇଲେ ତାଲା

ମାଲକାନଗିରି: ମହଙ୍ଗା ପଡିଲା ସରଂପଚଙ୍କ ମନମୁଖୀ ଶାସନ । ଲୋକେ ତାତିଲେ, ବିରୋଧ କଲେ ଏପରିକି ପଂଚାୟତ ଅଫିସ ଘେରାଉ ବି କଲେ । ଶେଷରେ ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ତାଲା ବି ପକାଇଲେ । ମିଳିଥିବା ସୂଚନା ଅନୁଯାୟୀ ନୂତନ ପଂଚାୟତ ଅଫିସ…

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।…

ତିନୋଟି ରାଜ୍ୟରେ ଚାଂଚଲ୍ୟ ଖେଳାଇଲା ଧଳା ସ୍କୋର୍ପିଓ

ମାଲକାନଗିରି: ତିନିତିନୋଟି ରାଜ୍ୟର ସୁରକ୍ଷା ବଳୟ ଭାଙ୍ଗିଲା ଏକ ଧଳା ସ୍କୋର୍ପିଓ ଗାଡି । ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ସୀମାକୁ ଭେଦ କରିବା ସହ ପୋଲିସର ସାତଟି ବ୍ୟାରିକେଡ ଭାଙ୍ଗି ଶେଷରେ ସିଆରପିଏଫ୍ ଗୁଳିରେ ଅଟକିଥିଲା । ମିିଳିଥିବା ସୂଚନା ଅନୁଯାୟୀ ଏକ ଅମାନିଆ ସ୍କୋର୍ପିଓ…

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।…

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି…

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ…

[ଭିଡିଓ] ପୋଷା କୁକୁରକୁ ତୀର ମାଡ, ମିଳିଲା ନୂଆ ଜୀବନ !

ମାଲକାନଗିରି: ଜଣେ ମହିଳାଙ୍କ ପୋଷା କୁକୁରକୁ ତୀର ମାଡ । ଶୁଣି ଅବିଶ୍ୱାସ ଲାଗୁଥିଲେ ବି ଏପରି ଏକ ଘଟଣା ମାଲକାନଗିରି ଏମ୍‌.ଭି ୧୭ ନମ୍ବର ଗାଁରେ ଘଟିଛି । ରୀତା ସରକାର ନାମକ ଜଣେ ମହିଳାଙ୍କ ପୋଷା କୁକୁରକୁ କେହି ଅଜଣା ବ୍ୟକ୍ତି ତୀର ମାଡ କରିଥିଲେ । ତେବେ ବହୁ କଷ୍ଟରେ କୁକୁରଟିର ଜୀବନ…

ମାଲକାନଗିରିରେ ଲସି ପିଇ ଶତାଧିକ ଅସୁସ୍ଥ

ମାଲକାନଗିରି: କାଳ ହେଲା ଲସି । ସାପ୍ତାହିକ ହାଟରୁ ଲସି ପିଇ ଶତାଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି । କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା…

ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର …

ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା…