Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମୃତ

ଭୁବନେଶ୍ୱର: ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ମୋତି ଗୋଲାରୀଙ୍କ ମୃତ୍ୟୁ ଘଟିଛି । ମୋତି ଏବଂ ତାଙ୍କ ସ୍ୱାମୀ ଅର୍ଜୁନ ଗୋଲାରୀ ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା…

ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା

ମାଲକାନଗିରି : ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ବିଚ୍ଛିନ୍ନ ହୋଇଯାଇଛି  । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ…

ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ଶିଶୁକୁ ମାରି ଜଙ୍ଗଲରେ ପୋତିଦେଲେ

ମାଲକାନଗିରି  : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ…

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି  ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଥାନା ଅଧିକାରୀ, କେସ୍ କୋହଳ କରିବାକୁ ନେଉଥିଲେ ଲାଞ୍ଚ

ନବରଙ୍ଗପୁର : ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ନେଉଥିଲେ ଲାଞ୍ଚ । ଟଙ୍କା ନେଇ ଯାଉଥିବା ସମୟରେ ରାତି ୧୧ଟାରେ ଲିମରାଜ ପ୍ରଧାନଙ୍କୁ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଆଧିକ ଯାତ୍ରୀ ଆହତ ହୋଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍‌ଟି ମୋଟରୁ ଓଲିଟି…

ଆତ୍ମସମର୍ପଣ କଲେ ୨୯୫ ଜଣ ମାଓ ସମର୍ଥକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶନିବାର ୨୯୫ ଜଣ ମିଲିସିଆ ବା ମାଓ ସମର୍ଥକ ଗ୍ରାମବାସୀ ପୋଲିସ ଓ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ଜିଲ୍ଲା ପ୍ରଶାସନ, ବିଏସଏଫ ଏବଂ ପୋଲିସ ଉପସ୍ଥିତିରେ ଏହି ମାଓ ସମର୍ଥକ ମାନେ ମୁଖ୍ୟ ସ୍ରୋତରେ ସାମିଲ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ଅସାନି ଓଡ଼ିଶା ଆସିବ ନାହିଁ । ଆନ୍ଧ୍ର ଛୁଇଁ ପୁଣି ଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିପାରେ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜି ସମସ୍ତ…