Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା…

ମାଓ ଆକ୍ରମଣ ଯୋଜନା ପଣ୍ଡ ,ଲ୍ୟାଣ୍ଡମାଇନ ଜବତ କଲେ ସୁରକ୍ଷା କର୍ମୀ

ମାଲାକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଠାବ ହେଲା ଲ୍ୟାଣ୍ଡମାଇନ । ଅଳ୍ପକେ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ୧୦ କିଲୋର ଲ୍ୟାଣ୍ଡ ମାଇନ ଠାବ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ରଖିଥିବା…

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର…

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ: ଏଏସଆଇ ସମେତ ୪ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ…

ବିଜାପୁରରେ ଏନକାଉଣ୍ଟର ,ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା । ମୃତ ମାଓବାଦୀ ଜଣକ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ଘଟଣା ସ୍ଥଳରୁ ବହୁ ପରିମାଣର ବିସ୍ପୋରୋକ ସହ ମାଓ…

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଅଭିଯୋଗ, ଫାର୍ମାସିଷ୍ଟକୁ ମାଡ ମାରିଲେ ଗାଁ ଲୋକ

ମାଲକାନଗିରି : ମାଲକାନଗିରିରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା । ଫାର୍ମାସିଷ୍ଟକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ । ମାଲକାନଗିରି ସଦର ଡାକ୍ତରଖାନାରେ ଏପରି ଘଟଣା ଘଟିଛି । ମାଲକାନଗିରି ଜିଲ୍ଲା ଏମଭି ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟା ଝିଅ ଜ୍ୱରରେ…

୭ ବର୍ଷ ପରେ ନକ୍ସଲ ହାଟ ବଦଳରେ ବସିଲା ସାପ୍ତାହିକ ପରିବା ହାଟ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ଉପଦ୍ରବ ସବୁବେଳେ ରହିଛି । ମାଲକାନଗିରି ସୁକମା ଜିଲ୍ଲାକୁ ଲାଗି ରହିଥିବାରୁ ନକ୍ସଲ ସୁକମା ଅଞ୍ଚଳରେ ଅଘଟଣ ଘଟାଇ ମାଲକାନଗିରି ଚାଲିଆସୁଥିଲେ । ପୁଣି ମାଲକାନଗିରିରେ ହିଂସା ଘଟାଇ ସୁକମାର ଦୁର୍ଗମ ଅଂଚଳକୁ ଚାଲିଯାଉଥିଲେ ।…

ବଣ୍ଡାଘାଟିରେ ପଂଚାୟତ ପାଇଁ ଭୋଟିଂ

ମାଲକାନଗିରି: ଚାଲିଛି ପଞ୍ଚାୟତ ନିର୍ବାଚନ । ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର ପ୍ରସାର ସାଙ୍ଗକୁ ବିଭିନ୍ନ ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ ମାନେ। ସେପଟେ ଭୋଟିଂ ସମୟରେ ବିଭିନ୍ନ ବୁଥ ଗୁଡିକରେ ସୁରକ୍ଷା ଉପରେ ବି ବିଶେଷ ଗୁରୁତ୍ୱ ଦିଆଯାଉଛି । ସେହିଭଳି ବଣ୍ଡାଘାଟିରେ ମଧ୍ୟ ଶୃଙ୍ଖଳିତ…

ପ୍ରଭୁ ରାଣ ଭୋଟ୍ ଦେବ: ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଇଶ୍ୱରଙ୍କ ନାଁରେ ଶପଥ!

ମାଲକାନଗିରି: ନିର୍ବାଚନୀ ମଇଦାନରେ ଚାଲିଛି ରାଜନୀତି। ପ୍ରାର୍ଥୀ ଭୋଟ୍ ପାଇଁ ବିଭିନ୍ନ ପଂଥା ଆପଣାଉଥିବା ବେଳେ କିଛି ପ୍ରାର୍ଥୀ ଅଜବ ତରିକାରେ କରୁଛନ୍ତି ରାଜନୀତି। ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ବାକା ପରିବାର । ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା…

ପରିବାର ଲୋକେ ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ, ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି :ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ । ପରିବାର ଲୋକ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ଭୀମାରାଙ୍ଗୀନ ଗାଁରେ ଏପରି ଦୁଃଖ ଦାୟକ ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ସତୀଗୁଡ଼ା ହାଇସ୍କୁଲରେ ଦଶମ…