Latest Odisha News
Browsing Category

ମୟୂରଭଞ୍ଜ

Mayurbhanj

ମୟୂରଭଞ୍ଜରେ ୫୩ଟି ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି

ମୟୂରଭଞ୍ଜ : ମୟୂରଭଞ୍ଜରେ ବିଜେଡିକୁ ବିପୁଳ ସମର୍ଥନ ମିଳିଛି ।୫୬ ଟି ଜିଲ୍ଲା ପରିଷଦ ଆସନରୁ ମୟୂରଭଞ୍ଜରେ ବିଜେଡି ୫୩ଟି ସିଟ ହାତେଇଛି ।ତାସହ ଜେଏମଏମ୍ ୩ଟି ଆସନ ଦଖଲ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଜେପି ଓ କଂଗ୍ରେସ ମୟୂରଭଞ୍ଜରେ ସତ୍ତା ହରାଇଛନ୍ତି । ୧. ଉଦଳା - ୧ - (ବିଜେଡି…

ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି…

ମୟୂରଭଞ୍ଜ ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ରେ ବିଜେଡି ବିଜୟୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ଗଣତି ପ୍ରକ୍ରିୟା । ଗତକାଲି ୨୬ଟି ଜିଲ୍ଲା ପରିଷଦ ପାଇଁ ଗଣତି ସରିଥିବା ବେଳେ ଆଜି ଆଉ ୨୬ଟି ଆସନ ପାଇଁ ଚାଲିଛି ଗଣତି ପ୍ରକ୍ରିୟା । ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜୟ ଆଡକୁ ମାଡି ଚାଲିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ…

ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ୨ ଦିନ ପରେ ଉଦ୍ଧାର କଲା ପୋଲିସ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଥିଲା । ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା । ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ…

ନିଜ ଛୁଆ ନୁହେଁ ଅନ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଉଛି ଗାଈ

ଭୁବନେଶ୍ୱର: ମା’ର ମମତା ଅତୁଳନୀୟ । ସେ ପଶୁ ହେଉ ଅବା ମଣିଷ, ମମତାର ମୂଲ୍ୟ ସବୁଠି ସମାନ । ମା’ର ରୂପ ସମସ୍ତଙ୍କ ପାଇଁ ଏକାପରି । ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଛି । କେତେକ ମା’ ମଧ୍ୟ ନିଜ ଜନ୍ମିତ ଶିଶୁକୁ ନିଜ ବକ୍ଷରର ସ୍ତନ୍ୟପାନ…

[ଦେଖନ୍ତୁ ଭିଡିଓ] କଡା ସୁରକ୍ଷା ଭିତରେ ବିଭିନ୍ନ ସ୍ଥାନରେ ସାନି ମତଦାନ

ମୟୂରଭଞ୍ଜ: ବିଭିନ୍ନ ସ୍ଥାନରେ ସାନି ମତଦାନ ହୋଇଛି । ମୟୁରଭଞ୍ଜ ଓ ଯାଜପୁରରେ ଭୋଟର ମାନେ ନିଜ ନିଜ ମତଦାନ କରିଛନ୍ତି । କଡା ସୁରକ୍ଷା ଭିତରେ ସକାଳୁ ମତଦାନ ଆରମ୍ଭ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ସାନି ମତଦାନ । ଆଜି ମୟୂରଭଂଜ ଜିଲ୍ଲାର କପ୍ତିପଦା ବ୍ଲକର ନଟୋ…

ଟିଟିଲାଗଡ଼ରେ ସର୍ବୋଚ୍ଚ ତାତି, ୨୪ ଓ ୨୫ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ଶୀତର ପ୍ରକୋପ କମୁଛି । ସେପଟେ ତାତି ବଢୁଛି । ଆଜି ପଶ୍ଚିମ ଓଡ଼ିଶା ସୋନପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସୋନପୁରରେ ୩୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ…

[ଦେଖନ୍ତୁ ଭିଡିଓ] ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ଗାଁର ଲୋକେ

ମୟୂରଭଞ୍ଜ: ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ନୁରିସାହି ଗ୍ରାମବାସୀ । ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ବଡସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନଂ ୱାର୍ଡ ବୁଥରେ ଭୋଟ ବର୍ଜନ । ନୁରିସାହି ଗ୍ରାମର ଶତାଧିକ ମହିଳା ପୁରୁଷ…

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ଟୁଡୁ , ନିର୍ବାଚନୀ ପ୍ରଚାର ସଭାରେ କହିଲେ ଖରାପ ଭାଷା

ମୟୂରଭଞ୍ଜ : ପୁଣି ବିବାଦକୁ ଆସିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ନିର୍ବାଚନୀ ପ୍ରଚାରରେ ଉଚ୍ଚାରଣ ଆଚ୍ଚରଣ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।କହିଲେ ଅଭଦ୍ର ଭାଷା । ମନ୍ତ୍ରୀ ନିର୍ବାଚନୀ ପ୍ରଚାର ସମୟରେ ଏପରି ଭାଷା କହିଛନ୍ତି ଯାହା ଆପଣ ଶୁଣି ପାରିବେନି । ମୟୂରଭଞ୍ଜ ଉଦଳା…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ମୟୂରଭଞ୍ଜ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ ।ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ମୟୂରଭଞ୍ଜ ଜିଲ୍ଲାରେ ୧୨୭୯ ବୁଥରେ ହେବ ମତଦାନ । କିଭଳି ଭାବରେ ସମସ୍ତ ବୁଥ ଗୁଡିକରେ…