Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ବାରିପଦା ମୟୁରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…

ମୟୂରଭଞ୍ଜରେ ପୋଲିସ ସହିଦ ଦିବସ ପାଳିତ

ମୟୂରଭଞ୍ଜ : ଆଜି ପୋଲିସ ସହିଦ ଦିବସ । ୬୨ ତମ ଓଡ଼ିଶା ପୋଲିସ ସହିଦ ଦିବସ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୃତି ପ୍ୟାରେଡ ସମାରୋହର ଆୟୋଜନ ହୋଇଥିବା ବେଳେ ସହିଦଙ୍କ ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ

ମୟୁରଭଞ୍ଜ: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ଜିଲ୍ଲା ବିଜେପି। ଏନେଇ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ। ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାମରେ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କୁଳିଅଣା ବ୍ଲକ ପାଣିଜିଆଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ ହୋଇଛି। କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ଶିଳାନ୍ୟାସ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ କାଳରେ ୩ଟି ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ସରକାର…

ମୟୂରଭଞ୍ଜରେ ୪ର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ,୪୧ଟି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମୟୂରଭଞ୍ଜ : ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ । ଚତୁର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ…

ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା। ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର…

ମୟୁରଭଂଜ ଜିଲ୍ଲାରେ ଶହୀଦ ଦିବସ ପାଳିତ

ବାରିପଦା: ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଆଜି ମୟୁରଭଂଜ ଜିଲ୍ଲାରେ ଶହୀଦ ଦିବସ ପାଳନ ହୋଇଛି । ଏହି ଅବସରରେ ମୟୁରଭଂଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ । ୨୦୦୯ ମସିହା ଅକ୍ଟୋବର ୧୩ ତାରିଖ ସଂଧ୍ୟାରେ ବଣ୍ଡାବ ଗାଁରେ ଚାଲିଥିଲା…

ପୋଲିସ ପଞ୍ଝାରେ ବାଇକ ଚୋର ,୩ ଗିରଫ

ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ…

ହୁ ହୁ ଜଳିଗଲା କାର୍

ବାରିପଦା: ହୁ ହୁ ହୋଇ ଜଳିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା କାର୍ । କେମିତି ନିଆଁ ଲାଗିଲା କେହି କିଛି ଜାଣି ନାହାନ୍ତି । ଚାହୁଁ ଚାହୁଁ କାରଟି ଜଳିପୋଡି ଛାରଖାର ହୋଇଗଲା । ବାରିପଦା ସହରର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଏହି ଘଟଣା ଘଟିଛି । ଏହି ବାଟ ଦେଇ ଯାଉଥିବା ଲୋକ କାରରେ ନିଆଁ…

୭ ଦଫା ଦାବି ନେଇ ଆଦିବାସୀ ସେଙ୍ଗଲ ଅଭିଯାନର ଗଣଧାରଣା

ମୟୂରଭଞ୍ଜ : ଆଦିବାସୀ ସେଙ୍ଗଲ ଅଭିଯାନର ବିଶାଳ ଗଣଧାରଣା । ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଦିବାସୀମାନେ । ଏହା ସହ ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।…