Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଉତ୍ସବ ମୁଖର ମୟୂରଭଞ୍ଜ ଦ୍ରୌପଦୀଙ୍କ ପାଇଁ ୫୦ କୁଇଣ୍ଟାଲ ଲଡୁ

 ବାରିପଦା :  ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ। ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ…

ବାରିପଦାରେ ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା

ବାରିପଦା : ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା ।  ତିନିଠାକୁର ରଥାରୂଢ ହୋଇ ମାଉସୀମା ମନ୍ଦିର ଯାଉଥିବା ବେଳେ ବାରିପଦା ରଥଯାତ୍ରାର ପରମ୍ପରା କିଛି ନିଆରା । ବହୁ ପ୍ରଚୀନ ଆମଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲିଆସିଛି ଏକ ନିଆରା ପରମ୍ପରା। କେବଳ କୁନି କନି…

ଦନ୍ତାହାତୀର ଦାଦାଗିରି: ସକାଳେ ଯାହାକୁ ମାରିଲା, ସଂଧ୍ୟାରେ ସେହି ଶବକୁ ପୁଣି କଲା ଆକ୍ରମଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଦନ୍ତାହାତୀର ଆତଙ୍କକୁ ନେଇ ସମସ୍ତେ ଭୟଭୀତ । ସକାଳେ ଯେଉଁ ବୃଦ୍ଧଙ୍କୁ ଦଳି ମାରିଥିଲା ସେହି ଶବକୁ ସଂଧ୍ୟାରେ ଆସି ପୁଣି ଦଳି ଦେଇଛି । ଆଉ ଦନ୍ତାହାତୀର ଏପରି ରାଗ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି । ମୟୂରଭଞ୍ଜ ଜିଲ୍ଲା…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

[ଦେଖନ୍ତୁ ଭିଡିଓ] ୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ…

ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଲୁଟ୍ ଅଭିଯୋଗ

ରାଇରଙ୍ଗପୁର: ଗୁଳି ମାରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା । ଏହାପରେ ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁହାଟରେ ଏହି ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ଆସିଥିବା ୨ ବେପାରୀଙ୍କୁ ଗୁଳି କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ…

ବାହାଘରରୁ ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ, ୩ ଆହତ

ଠାକୁରମୁଣ୍ଡା(ମୟୂରଭଞ୍ଜ): ବାହାଘରରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩ ଜଣ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା– ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏହି…

ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଆହତ

ମୟୂରଭଞ୍ଜ : ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା । ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ କୋଲକାତା…

ସ୍ୱାମୀଙ୍କୁ ପିଟିପିଟି ହତ୍ୟା : ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ଫେରାର

ବାରିପଦା: ସ୍ୱାମୀଙ୍କୁ ପିଟିପିଟି ହତ୍ୟା ।  ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ଫେରାର  ।  ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ…

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ…