Latest Odisha News

BREAKING NEWS

Browsing Category

ନୟାଗଡ଼

Nayagarh

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର…

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷା

ନୟାଗଡ : ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନ ପ୍ରଥମେ ମନ୍ଦିରରେ ପହଁଞ୍ଚି ନୀଳ ମାଧବଙ୍କୁ ଦର୍ଶନ କରିଛନ୍ତି ।ପରେ ମନ୍ଦିର ପରିସର ପାଣ୍ଡିଆନ ବୁଲିଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । କଣ୍ଟିଲୋ…

ମେରୁ ଉତ୍ସବ ପାଳନ ବେଳେ ଉତ୍ତେଜନା: ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ

ନୟାଗଡ଼: ମେରୁ ଉତ୍ସବ ପାଳନ ବେଳେ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ ନୟାଗଡ଼ ଥାନା ଆଇଆଇସି ବି ଆହତ ହୋଇଛନ୍ତି। ଟେକାପଥର ମାଡ଼ରେ ଉଭୟ ଗାଁର ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ରହିଛି। ମେରୁ…

ରଣପୁରରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ ଅଭିଯୋଗ, ୭ ଗିରଫ

ନୟାଗଡ : ନାବାଳିକାଙ୍କୁ ଦୁଷ୍କର୍ମ କଲେ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ । ନାବାଳିକା ଜଣକ ଥାନାକୁ ଯିବାରୁ ଅଭିଯୁକ୍ତଙ୍କ ପରିବାର ନାବାଳିକାକାଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ ମାରିଛନ୍ତି ।ନୟାଗଡ ଜିଲ୍ଲା ରଣପୁର ଥାନା ହିଞ୍ଜିଳି ଗାଁରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିିଛି ।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ ଚାଲିଛି । ଏକାସଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ନୟାଗଡ଼, କଟକ,…

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ ,…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ନୟାଗଡ଼: ପରକୀୟା ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ଲଳିତ କୁମାର ସାହୁ ୫ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ମାମିନା ସାହୁଙ୍କୁ ବିବାହ କରିଥିଲା । ମାମିନା ଫୋନ୍‌ରେ…

ନୟାଗଡରୁ ୪ କେ.ଜିର ବ୍ରାଉନସୁଗର ଜବତ କଲା ଏସଟିଏଫ୍

ନୟାଗଡ: ନୟାଗଡରୁ ବ୍ରାଉନସୁଗର ଜବତ । ୩ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ବୋଲି କ୍ରାଇମବ୍ରାଞ୍ଜ ଏଡିଜି କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୬୫ ଲକ୍ଷ ଟଙ୍କା ,୩ ଟି ପିସ୍ତଲ , ମୋବାଇଲ, ଏଟିଏମ କାର୍ଡ, ପାନ କାର୍ଡ ଅଫୁଟା ଗୁଳି ଜବତ କଲା ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ଫେରାର ଅନ୍ୟ…

ନୟାଗଡବାସୀଙ୍କୁ BSKY ସ୍ମାର୍ଟ କାର୍ଡ

ନୟାଗଡ : ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା, BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି…

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…