Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା…

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶ୍ରୀଜୀ ମଣ୍ଡପରେ ଭାଜପାର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭାପତି ଡଃ ବିଭୁ ପ୍ରସାଦ ତରାଇ ଯୋଗଦେଇ ଦଳୀୟ ସଙ୍ଗଠନ ମଜଭୁତ ସହ ତୃଣମୂଳସ୍ତରରେ କର୍ମୀ ଏବଂ ସଙ୍ଗଠନ କାର୍ଯ୍ୟ କରିବାକୁ…

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଦବିରୋଧୀ ଆନ୍ଦୋଳନ

ନୂଆପଡ଼ା: ତେଜୁଛି ମଦବିରୋଧୀ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ଘରଧରା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନ କରାଯାଇଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଗାଁଠାରୁ ଭାଟି ପର୍ଯ୍ୟନ୍ତ ମଦ ବିରୋଧୀ ଆନ୍ଦୋଳନର ଡ଼ାକରା ଦେଇଥିଲେ। ଗାଁର ଯୁବକମାନେ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି।…

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ…

ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ…

ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଓ ବିକ୍ଷୋଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶା ସରକାର…

ସହାୟତା ରାଶି ହଡ଼ପ ଅଭିଯୋଗ,ବିସ୍ଥାପିତଙ୍କ ବିକ୍ଷୋଭ

ନୂଆପଡା: ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ସହାୟତା ଅର୍ଥ ରାଶି ଆତ୍ମସାତ ଘଟଣା । ଅନେକ ଦିନର ନିରବ ପରେ ଜଣେ ଦଲାଲ ମଧ୍ୟସ୍ଥି ଶ୍ୟାମ କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଘଟଣା ପରେ ପୂର୍ବତନ ଭୁ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଫେରାର…

ନୂଆପଡାରେ ଶ୍ରମିକ ଗର୍ଜନ ସମାବେଶ: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନୂଆପଡା: ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ…

ଗହଣା ଦୋକାନରେ GST ଚଢ଼ାଉ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳର ଦୁଇଟି ସୁନା ବ୍ୟବସାୟୀଙ୍କ ଦୋକାନରେ GST ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ଖଡ଼ିଆଳ ସହରରେ ଥିବା ଗୋବିନ୍ଦ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲଙ୍କ ଦୁଇ ଗୋଟି ସୁନା ଅଳଙ୍କାର ଦୋକାନରେ ଜିଏସଟି ବିଭାଗ ନୂଆପଡା ୟୁନିଟ ଡେ଼ପୁଟି କମିଶନର ପ୍ରିୟବ୍ରତ ଗଡତିଆଙ୍କ…