Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…

ଆସନ୍ତା ୧୭ରୁ ୨୨ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ ଘୋଷଣା । ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ୧୭ ତାରିଖ ସକାଳ ୬ରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏହି ସମୟରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ,…

ନୂଆପଡ଼ା ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ପ୍ରବେଶ ଉପରେ କଟକଣା

ନୂଆପଡ଼ା: ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ…

ଛତିଶଗଡ଼ରେ ମାଡୁଛି ମହାମାରୀ, ପଶ୍ଚିମ ଓଡ଼ିଶା ଏହି ୪ ଜିଲ୍ଲାରେ ବଢୁଛି ଭାଇରସ୍ ଭୟ

ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ…

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।  ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଉଛି । ଖଡ଼ିଆଳସ୍ଥିତ ତାଙ୍କ…

ନୂଆପଡ଼ାର ରତ୍ନ ଯଶୋଦା: ୧୬ବର୍ଷ ବୟସରୁ ବାଲ୍ୟ ବିବାହ ବିରୋଧରେ ସାଜିଛନ୍ତି ବାର୍ତ୍ତା ବାହକ

ନୂଆପଡ଼ା: ଯଶୋଦା ପାଣ୍ଡେ । ବୟସ ୨୧ବର୍ଷ । ଘର ନୂଆପଡ଼ା ଜିଲ୍ଲାରେ । ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓ ଇଲାକାର ହଳଦୀ ଗାଁର ଝିଅ ଯଶୋଦା । ତାଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜ ଜିଲ୍ଲାରେ ୮୦ଟି ବାଲ୍ୟ…

ଖଡିଆଳ ପୋଲିସକୁ ସଫଳତା, ୫ ଡକାୟତ ଗିରଫ, ଲୁଟ୍ ଅଳଙ୍କାର ଜବତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲୁଟ୍ ହୋଇଥିବା ଟଙ୍କା ଓ ଅଳଙ୍କାର ମଧ୍ୟ ଜବତ କରିଛି । ୫ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗତ ଫେବୃଆରୀ ୧ ତାରିଖ…

୧୫ କିଲୋଗ୍ରାମରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍‌ ଠାବ

ନୂଆପଡ଼ା: କମ୍ବିଂ ଅପରେସନ୍‌‌ ‌ବେଳେ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍‌ ଠାବ କରାଯାଇଛି।

ଦଶାହ ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ

ନୂଆପଡା: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଡାକ୍ତର । ଗତ…

ବାଘ ଛାଲ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୂଆପଡ଼ା: ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇ ଅଚାନକ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦୁଇ ଜଣଙ୍କୁ ଗିରଫ ରଖାଯାଇଛି । ଜବତ ହୋଇଛି ଗୋଟିଏ କଲର ପତରିଆ ବାଘ ଛାଲ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ ଚଢ଼ାଉ କରି ଏହି ରାକେଟକୁ ଧରିଛି…