Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା: ଅଙ୍ଗନବାଡି କେନ୍ଦ୍ରରେ ତାଲା

ନୂଆପଡା: ଆଜକୁ ତିନି ଦିନ ହେବ ବନ୍ଦ ପଡିଛି ଅଙ୍ଗନବାଡି କେନ୍ଦ୍ର । ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି କୋମଳମତି ଶିଶୁ । ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା କାରଣରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡିଆଳ ସମନ୍ବିତ ଶିଶୁ ବିକାଶ ବିଭାଗ…

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର: ସମ୍ବଲପୁର ଆସିଲା ନୂଆପଡା ଜିଲ୍ଲା କୋଦାପାଲିରୁ ଧରାଯାଇଥିବା ମଣିଷଖିଆ କଲରାପତ୍ରିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ଆଣି ସମ୍ବଲପୁର ଚିଡିଆଖାନାରେ ରଖିଛନ୍ତି । ବିଳମ୍ବିତ ରାତିରେ ବାଘଟିକୁ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । ସମ୍ବଲପୁର…

ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ, ସମସ୍ୟା ଭୋଗୁଛନ୍ତି ଲୋକେ

ନୂଆପଡା: ଇଏ ହେଉଛି କଳାହାଣ୍ଡି ରୁ ଖଡ଼ିଆଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ । ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାର ଅବସ୍ଥା ଏପରି ଯେ ଡରି ଡରି ଯାତାୟତ କରୁଛନ୍ତି ଲୋକେ । ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିଲାଣି । କିନ୍ତୁ ରାସ୍ତା ମରାମତିର ନାଁ ନେଉନି ପ୍ରଶାସନ । ଜାଣି…

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଆଜି ଆଉ ଗୋଟେ ଧରା ପଡିଲା ମଣିଷଖିଆ ବାଘ

ନୂଆପଡ଼ା: ଜିଲ୍ଲାରେ ସରୁନି ବାଘ ଆତଙ୍କ। ଗତକାଲି ଗୋଟିଏ ବାଘ ଧରାପଡିଥିଲା। ଆଜି ଆଉ ଗୋଟେ ବାଘକୁ ଦେଖିଲେ ଲୋକେ। ସୂଚନା ଅନୁସାରେ ରବିବାର ସକାଳେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଏକ ବାଘ ଆତଙ୍କ ଖେଳାଇ ଦେଇଛି । ଫଳରେ ଗାଁ ଲୋକେ ପୁଣି ଡରି ଯାଇଛନ୍ତି। ଗ୍ରାମବାସୀ ଘଟଣା…

ବାଘ ଆତଙ୍କରେ ଅନ୍ତ : ଧରାପଡିଲା ମଣିଷଖିଆ ବାଘ, ଗତ ୫ ଦିନ ହେବ ଖେଳାଉଥିଲା ଆତଙ୍କ

ନୂଆପଡା : ବାଘ ଆତଙ୍କରେ ଅନ୍ତ  । ଧରାପଡିଲା ମଣିଷଖିଆ ବାଘ  । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ ମଚାଇଥିଲା । ଲୋକେ ଭୟଭୀତ…

ବାଇକକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ , ଜଣେ ଗୁରୁତର

ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜିବାହାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଜଣେ ମୃତ ଅନ୍ୟ ଜଣେ ଗୁରୁତର  । ମୃତକ  ଖଡ଼ିଆଳ ଥାନା ଖଇରପଦର ଗାଁର ମୋତିରାମ ଦୁରିଆ ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ସେହି ଗାଁ ର ଜଗଦୀଶ ବାଗ । ସୂଚନା ଅନୁସାରେ  ଆଜି ଦୁଇ ଜଣ ଯୁବକ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନୁଆପଡା: ଖଡିଆଳ STF ଟିମକୁ ବଡ ସଫଳତା । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଘଟଣାସ୍ଥଳରୁ ଏକ ଗାଡି ସହ କିଛି ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ…

ଆତଙ୍କ ଖେଳାଇଛି ବାଘ: ପ୍ରଥମେ ଶିଶୁ ଏବେ ଗାଇ, ଭୟଭୀତ ଗ୍ରାମବାସୀ

ନୂଆପଡା: ନୂଆପଡାରେ ଆତଙ୍କ ଖେଳାଇଛି ବାଘ । ଗତକାଲି ସନ୍ଧ୍ୟାରେ ଗାଁରେ ପଶି ଏକ ୭ବର୍ଷର ଶିଶୁକୁ ଝାମ୍ପିନେଇ ମାରିଦେଇଥିବା ବେଳେ ଆଜି ଗୁହାଳରେ ପଶି ଏକ ଗାଇକୁ ମାରି ଖାଇଛି ମଣିଷଖିଆ ବାଘ । ଯାହାକୁ ନେଇ ସାରା ଅଞ୍ଚଳରେ ଏବେ କୋକୁଆ ଭୟ ଖେଳିଯାଇଛି । ଭୟରେ ଲୋକେ ଘର ଭିତରୁ ବାହାରିବା ବନ୍ଦ…

ରକ୍ତ ରଞ୍ଜିତ ହେଲା ସୁନାଦେଇ ପୀଠ, ହଜାର ହଜାର ଦର୍ଶକଙ୍କ ସମାଗମରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତରଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ…

ବିକାଶରୁ ବହୁ ଦୂରରେ ବରପଦରପଡ଼ା: ମିଳିପାରୁନି ମୌଳିକ ସୁବିଧା, ଆବାସ ଯୋଜନା ଏଠି ସ୍ୱପ୍ନ !

ନୂଆପଡା :  ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା ଡିଣ୍ଡିମ ପିଟୁଛନ୍ତି  । ହେଲେ  ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ବରପଦର ପଡ଼ା । ବିକାଶ ତ ବହୁ ଦୂରର କଥା  । ମୌଳିକ ସୁବିଧା ପାଇବା ବି ଏଠାକାର ଲୋକଙ୍କ…