Latest Odisha News

BREAKING NEWS

Browsing Category

ଓଡିଶା

Odisha

ମ୍ୟୁଟେସନ୍ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ, ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କାରାଦଣ୍ଡାଦେଶ ଭୋଗିବେ ପୂର୍ବତନ ରାଜସ୍ବ…

ଢେଙ୍କାନାଳ: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଜସ୍ବ ନିରୀକ୍ଷକ । ଢେଙ୍କାନାଳର ପୂର୍ବତନ ରାଜସ୍ବ ନିରୀକ୍ଷକ ମାଳତୀ ଦେହୁରୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ କରିଛନ୍ତି । ମ୍ୟୁଟେସନ୍ ରିପୋର୍ଟ ପାଇଁ ସେ ଲାଞ୍ଚ ନେଉଥିବା…

ଘରୋଇ ବସକୁ ୮.୪ ଲକ୍ଷ ଫାଇନ; ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଉପରେ ପରିବହନ ଅଧିକାରୀମାନେ ପ୍ରାୟ ତିନି ବର୍ଷ ଧରି ଅନାଦେୟ ରୋଡ ଟ୍ୟାକ୍ସ ସମେତ ଅନେକ ଉଲ୍ଲଂଘନ ଅଭିଯୋଗରେ ୮,୪୦,୧୬୩ ଟଙ୍କାର ଜରିମାନା କରିଛନ୍ତି। ସୂଚନା ଅନୁଯାୟୀ, ବସଟି ଫିଟନେସ୍ ପ୍ରମାଣପତ୍ର, ବୀମା, ପ୍ରଦୂଷଣ ପ୍ରମାଣପତ୍ର…

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାରହା ମୃତ, ଜଣେ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବନାଞ୍ଚଳରେ ଏକ ଫାର୍ମ ହାଉସ୍ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରହାର ମୃତ୍ୟୁ ଘଟିଛି। ଏହି ଘଟଣାରେ ବନ ବିଭାଗ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଖପ୍ରାଖୋଲ ଥାନାର ଦେଦର୍ହ ଗାଁ ନିକଟରେ ଥିବା ସୁଶାନ୍ତ ମେହେର…

NEET-UG ପେପର୍ ଲିକ୍; ଇସ୍ତଫା ପରେ ଏୟାରପୋର୍ଟରେ ଧର୍ମେନ୍ଦ୍ରଙ୍କୁ ବିପୁଳ ଶୁଭେଚ୍ଛା

ଭୁବନେଶ୍ୱର: NEET-UG ପେପର୍ ଲିକ୍ ବିବାଦ ମଧ୍ୟରେ କେନ୍ଦ୍ରୀୟ କ୍ୟାବିନେଟରୁ ଇସ୍ତଫା ଦେବା ପରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର…

Snake Bite: ସାପ କାମୁଡ଼ାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଝରିଗାଁ:ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଦୁଇ ଜଣଙ୍କ ଜାବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ଏବଂ ଭାଲୁକନାଡି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଲିଗୁଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ । ସୁଚନାଥାଉକି,…

୨୪ ଘଣ୍ଟା ଭିତରେ ଓଡ଼ିଶା ଅତିକ୍ରମ କରିବ ଗଭୀର ଅବପାତ, ଡରାଇଲାଣି ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ଭ୍ରୂକୁଟି। ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ ଆଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ଏକ 'ଗଭୀର ଅବପାତ' ରୂପ ନେଇସାରିଲାଣି। ଆଉ ଏହା ସିଧାସଳଖ ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି। ଆସନ୍ତା ୨୪…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ,ଜଳକା ,ବୈତରଣୀରେ ବଡ଼ ବନ୍ୟା !

ଭୁବନେଶ୍ୱର:ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଦେଲେ ବଡ ସୂଚନା । ଓଡ଼ିଶା ଦେଇ ଅତିକ୍ରମ କରୁଛି ଶକ୍ତିଶାଳୀ ଗଭୀର ଅବପାତ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି। ସୂଚନାଥାଉକି,…

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି ଏସଟିଏଫ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତ । ଅଭିଯୁକ୍ତମାନେ ଓଡ଼ିଶାରୁ…

ଉବୁଟୁବୁ ଉତ୍ତର ଓଡ଼ିଶା: ୨୦୦ ମିମିରୁ ଅଧିକ ବର୍ଷାରେ ବେହାଲ ବାଲେଶ୍ୱର

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଥରହର ଉତ୍ତର ଓଡ଼ିଶା। ଆକାଶରୁ ଯେମିତି କେବଳ ପାଣି ନୁହେଁ, ବରଂ ବିପଦ ଖସୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ପାଇଁ ଏହି ଲଗାଣ ବର୍ଷା ଏକ ବଡ଼ ଦୁର୍ଦ୍ଦଶା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ରେକର୍ଡ ବର୍ଷା ହେବା ପରେ ସମଗ୍ର…

ବିଡିଏର ୫୨୦ କୋଟିର ଖେଳ ଏବଂ ସରକାରୀ ଫାଇଲ୍ ତଳେ ଚାପି ହୋଇଛି ସାଧାରଣ ମଣିଷର ଘର ସ୍ୱପ୍ନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିଜର ଘର ଖଣ୍ଡିଏ ପାଇବା ପାଇଁ ଆଶା ବାନ୍ଧିଥିବା ମଧ୍ୟବିତ୍ତ ଗ୍ରାହକଙ୍କ ସ୍ୱପ୍ନ ଏବେ ପ୍ରଶାସନିକ ସ୍ଥାଣୁତା ଓ ନିୟମର ଜାଲରେ ଫସି ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା…