Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଏବେ ଆଉ ହେବନି ଅଶ୍ଳୀଳ ନୃତ୍ୟ । ଆଉ ନାଚି ପାରିବେନି ଆଇଟମ ଡ୍ୟାନ୍ସର । ଆଜି ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ୟରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ ଯାତ୍ରା ଜଗତ ଅଶ୍ଲୀଳତା ଭିତରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ଏହି ଗୁପ୍ତସେବା ନୀତି ପାଇଁ…

ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଆଉଏକ ମାଇଲଖୁଣ୍ଟ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି। ଏହା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨-ଡିଗ୍ରୀ…

ପୁଣି ଆସୁଛି କାଲୁଆ ଶୀତ: କୁହୁଡି ନେଇ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଶୀତରେ ଥରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ଶୀତର ପରିମାଣ କମିଥିବା ବେଳେ ରାତି ତାପମାତ୍ରା ଧୀରେ ଧୀରେ ବଢିଛି । ହେଲେ ଆସନ୍ତା ୧୭ରୁ ପୁଣି ଶୀତର ପ୍ରକୋପ ବଢ଼ିବ । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

‘ବିଏସକେଓ୍ବାଇରେ ହୋଇଛି ଦୁର୍ନୀତି, ଖୁବଶୀଘ୍ର ତଦନ୍ତ ହେବ’

ଭୁବନେଶ୍ବର: ପୂର୍ବ ସରକାରଙ୍କ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ପରେ ଏହାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷି କିଛି ଏପରି କହିଛନ୍ତି…

ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା…

କଟକ ଐତିହ୍ୟ ପଦଯାତ୍ରାରେ ‘ମୋ ଅନୁଭୂତିର କଟକ’

କଟକ: କଟକ ଐତିହ୍ୟ ପଦଯାତ୍ରାର କଟକୀ ଖଟିର ୪୦ତମ ଅଧିବେଶନ ଓଡିଶା କ୍ରିକେଟ୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ସ୍ବନାମଧନ୍ୟ ସଂସ୍କୃତି ପ୍ରେମୀ, ବିଶିଷ୍ଠ କବି ତଥା ଲେଖକ ଶୈଳଜ ରବି ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର "ମୋ…

ପୋଲିସ ନିଷ୍କ୍ରିୟତାକୁ ନେଇ ବର୍ଷିଲେ, ଚୋରା ବାଲି ଗାଡ଼ି ଧରି ପୋଲିସ ଜିମା ଦେଲେ ଖଣି ମନ୍ତ୍ରୀ

ନୟାଗଡ: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ପୌଷ…

ଗାଁ ନଈରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ: ପାଣିରେ ଖୁବ୍ ବୁଡିଲେ, ଆଉ ଖେଳିଲେ..

କେନ୍ଦୁଝର:ଗାଁ ନଈରେ ମହାଆନନ୍ଦରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ । ପାଣିରେ ମନ ଇଚ୍ଛା ବୁଡିଲେ । ଆଉ ସେଠି ଉପସ୍ଥିତ ଲୋକଙ୍କ ଉପରକୁ ପାଣି ମଧ୍ୟ ଫୋପାଡିଲେ । ଆଜି ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇ କିଛି ଏପରି ଅନ୍ଦାଜରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସକାଳୁ…

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର…