Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲି ଆସିବେ ମୋଦି: କଡା ସୁରକ୍ଷାରେ ଛାଉଣି ହେଲାଣି ରାଜଧାନୀ

ଭୁବନେଶ୍ବର: ଆସନ୍ତାକାଲି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ନ ୪ଟା୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ସେଠାରୁ ସିଧା ରାଜଭବନ ଯିବା ପରେ ରାଜ୍ୟ…

ମିଳିଲା ଧମକ, ଭୁବନେଶ୍ବର ହୋଟେଲ ମନ୍ଦିରରେ ଲୁଚି ବସିଛନ୍ତି ଛଦ୍ମବେଶୀ!

ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଡିଜିପି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବା ବେଳେ କଡା ସୁରକ୍ଷା ବଳୟରେ ଛାଉଣି ହେଉଛି ରାଜଧାନୀ । ହେଲେ ଏହାରି ଭିତରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ…

ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ

ସୁବର୍ଣ୍ଣପୁର: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ। ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ। ଗଞ୍ଜେଇ…

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତକାଲି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଥିଲା ରେଡ୍। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ…

ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜର ଦଶ ଜଣ ଛାତ୍ରୀ ଗୁରୁବାର ଦିନ ଅସୁସ୍ଥ ହୋଇପଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି। ସୂଚନାନୁସାରେ, ଶିଶୁପାଳଗଡ଼ର ଆର୍ଯ୍ୟ ନର୍ସିଂ କଲେଜର କିଛି ଛାତ୍ରୀ ହଷ୍ଟେଲରେ…

ନୂଆବର୍ଷ ଭେଟି, ଆକାଶମାର୍ଗରେ ନୂଆ ସ୍ଥାନକୁ ଯୋଡି ହେବ ଭୁବନେଶ୍ବର

ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ସ୍ଥାନ ସହ ଯୋଡି ହେବ ଭୁବନେଶ୍ବର । ଭୁବନେଶ୍ବର ବିମାନବନ୍ଦରରୁ ନୂଆ ସ୍ଥାନକୁ ଉଡାଣ ଭରିବାକୁ ଯାଉଛି ବିମାନ । ଏଣିକି ବିଭିନ୍ନ ନୂଆ ସ୍ଥାନକୁ ବିମାନ ଦ୍ବାରା ଯାତ୍ରା କରିବା ସୁବିଧା ହେବ । ନୂଆ ବର୍ଷରୁ ଭୁବନେଶ୍ବର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଯାଉଛି ଆଉ…

ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର

ବୁର୍ଲା: ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁ ବିଷୟରେ ସୂଚନା ପାଇବା ଲାଗି ସମ୍ବଲପୁର ପୋଲିସ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ମଙ୍ଗଳବାର ଦିନ ଭୀମସାରରେ ଏକ ନବଜାତ ଶିଶୁକୁ ଚୋରି ଘଟଣାରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ…

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ

ଭୁବନେଶ୍ୱର: ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି l ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି l କାଲି ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ l…

ଓଡ଼ିଶାରେ ପୁଣି ବଢ଼ିବ କି ଆଳୁ ସଂକଟ? ସୀମାରେ ଅଟକିଲା ଗାଡି

ବାଲେଶ୍ୱର: ପଶ୍ଚିମବଙ୍ଗ ସୀମାରେ ପୁଣି ଅଟକିଲା ଆଳୁ ଗାଡ଼ି। ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ତେବେ ଏହି ପରିସ୍ଥିତିକୁ ଦେଖିଲେ ଲାଗୁଛି ପୁଣି ଓଡିଶାରେ…