Latest Odisha News

BREAKING NEWS

Browsing Category

ଓଡିଶା

Odisha

ହିଣ୍ଡାଲକୋ ଇଷ୍ଟ୍ରିଜ ପକ୍ଷରୁ ହୀରାକୁଦରେ ଡିଜିଟାଲ କ୍ଲାସ୍‍ରୁମ ‘ଅନଭିଶା’ ଶୁଭାରମ୍ଭ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ଇଷ୍ଟ୍ରିଜ ଲିମିଟେଡ ପକ୍ଷରୁ ପ୍ରୋଜେକ୍ଟ 'ଅନଭିଶା' ଅଧୀନରେ ଏକ ଡିଜିଟାଲ କ୍ଲାସରୁମ୍‍ ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳର ୭ଟି ହାଇସ୍କୁଲରେ କାର୍ଯ୍ୟକାରୀ କରାଯାଇଛି।…

କନ୍ଧମାଳ ପୋଲିସ ଆଗରେ କ୍ୟାଡର ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଧିରେ ଧିରେ ଭୁଷୁଡିବାରେ ଲାଗିଛି ମାଓ ଗଡ । ଆଜି ଆଉ ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ…

ପୁଣି ରାଜ୍ୟରେ ଦେଖାଦେଇପାରେ ଆଳୁ ସଙ୍କଟ!

ଭୁବନେଶ୍ବର: ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ପୁଣି ଥରେ ରାଜ୍ୟରେ ଦେଖା ଦେଇପାରେ ଆଳୁର ଅଭାବ । ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ,…

କୋଟିଏ ଟଙ୍କା ଠକେଇ ମାମଲାରେ ସାଇବର ଠକକୁ ବାନ୍ଧିଲା ପୋଲିସ

କଟକ: ଦିନକୁ ଦିନ ବୃଦ୍ଧି ପାଉଛନ୍ତି ସାଇବର ଠକ । ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।…

ରେଙ୍ଗାଲିରୁ ଉଦ୍ଧାର ଭୀମସାରରୁ ଅପହୃତ ନବଜାତକ

ବୁର୍ଲା: ବୁର୍ଲାର ଭୀମସାରରୁ ଚୋରି ହେବାର ଦୁଇ ଦିନ ପରେ ଓଡିଶା ପୋଲିସ ଗୁରୁବାର ରେଙ୍ଗାଲୀ ନିକଟ ଗଣେଶ ନଗରସ୍ଥିତ ଏକ ଘରୁ ନବଜାତ ଶିଶୁକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଶିଶୁକୁ ଭୀମସାରକୁ ଫେରାଇ ନିଆଯାଇଛି। ଶିଶୁଟି ଯେଉଁ ଦମ୍ପତିଙ୍କ ପାଖରୁ ମିଳିଛି ସେମାନଙ୍କୁ ମଧ୍ୟ ଗିରଫ…

‘ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବାକୁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ’

ଭୁବନେଶ୍ୱର: ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି । ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ । ଯଦି ସୂର୍ଯ୍ୟରେ ପହଞ୍ଚିବା ପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ତେବେ ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା । ସ୍ବପ୍ନର କାନଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ…

ଧମକ ପରେ ବଢିଲା ରାଜଧାନୀ ସୁରକ୍ଷା, ନିୟୋଜିତ ହେବେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ବର ଆଇଜି ଏବଂ ଡିଜିପି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଯାଉଛନ୍ତି । ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ…

‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କୁ ନେଇ ଆସିଲା ବଡ ଅପଡେଟ୍

ଭୁବନେଶ୍ୱର: 'ସୁଭଦ୍ରା' ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର । ଯେଉଁ ଝିଅମାନଙ୍କୁ ୨୧ ବର୍ଷ ପୁରିଥିବ ସେମାନେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନଙ୍କୁ ଚଳିତ ମାସରେ ୨୧ ବର୍ଷ ପୂରିଥିବ ସେମାନେ…

ପନ୍ନୁର ଧମକ, ଛଦ୍ମ ବେଶରେ ଆସି…

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପଣ୍ଡ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁର ଧମକ । ଛଦ୍ମବେଶରେ ଆସି ସମ୍ମିଳନୀ ଭଣ୍ଡୁର କରିବାକୁ ଆହ୍ବାନ । କଡା ସୁରକ୍ଷା ବଳୟରେ ଭୁବନେଶ୍ବର । ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ଓ ଆଇଜି…

ଡିସେମ୍ବର ୪ରେ ନୌସେନା ଅଧିକାରୀଙ୍କ ବୀରତ୍ବର ପରାକାଷ୍ଠା ଦେଖିବ ସାରା ବିଶ୍ୱ

ପୁରୀ: ଓଡ଼ିଶାରେ ପ୍ରଥମ କରି ନୌସେନା ଦିବସ ପାଳନ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପୁରୀରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି l ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ ସହର ସମେତ ପୁରୀ ବେଳାଭୂମି ବିଶେଷ କରି…