Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ ଥାକିଆ ହେବ ଦ୍ଵାରଶୁଣି ଘାଟି ରାସ୍ତା, ଖର୍ଚ୍ଚ ହେବ ୧୯୬.୧୫ କୋଟି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଦ୍ଵାରଶୁଣି ଘାଟି ରାସ୍ତାର ହେବ ନବକଳେବର। ନିର୍ମାଣ ହେବ ୪ ଥାକିଆ ରାସ୍ତା। ବହୁଳ ଦୁର୍ଘଟଣା ହେଉଥିବା ଅଞ୍ଚଳରେ ଦୁର୍ଘଟଣାରୁ ମୁକ୍ତି ପାଇବେ ଅଞ୍ଚଳବାସୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ କାଳରେ ତିନୋଟି ରେଳ ପ୍ରକଳ୍ପର…

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ । ମେଡିକାଲର କାଜୁଆଲଟିରେ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମେଡିକାଲର କାଜୁଆଲଟିରେ କେଉଁ କାରଣରୁ ନିଆଁ ଲାଗିଯାଇଥିଲା ଚାହୁଁ ଚାହୁଁ ଏହା ହଠାତ୍ ବ୍ୟାପିଯାଇଥିଲା ।…

ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବେ ଡବଲ ଇଞ୍ଜିନ ସରକାର: ମନ୍ତ୍ରୀ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ, ଆମ ଓଡ଼ିଶାର ଗର୍ବ ଓ ଗୌରବ ନନ୍ଦନକାନନ। ଏହାର…

ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା: ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ଵସ୍ତି

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଚର୍ଚ୍ଚିତ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଏମ୍‌ପି/ଏମ୍‌ଏଲ୍‌ଏ ‌କୋର୍ଟରେ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ…

ମମତା ବାନାର୍ଜୀଙ୍କୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ଜବାବ: ଯେମିତି ସମ୍ମାନ ଦେବେ, ସେମିତି ପାଇବେ

ଭୁବନେଶ୍ବର: ବାଘୁଣୀ ଜିନତକୁ ନେଇ ଆମ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଚାଲିଛି ବାକଯୁଦ୍ଧ। ପୁଣି ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟାନ ରଖିଥିଲେ। ତାର ଜବାବ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ। ମମତାଙ୍କ ବୟାନ ଉପରେ ସେ କଡ଼ା ପ୍ରତିକ୍ରିୟା…

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆବାହକ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ସ୍ମୃତିରେ ଏହି ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା…

ବାଲୁକା କଳାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସର ସ୍ୱାଗତ ଜଣାଇଲେ ମାନସ ସାହୁ

ପୁରୀ: ଜାନୁଆରୀ ୮ରୁ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି ପୁରୀର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ…

ସହପାଠୀର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡିଛି । ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଅନ୍ୟ ଜଣେ ଛାତ୍ରର ଛୁରାମାଡ଼…

କୋଭିଡ ପରି ଭୟାନକ ହେବ କି ଏଚଏମପିଭି ?

ନୂଆଦିଲ୍ଲୀ: ଚୀନରେ ବଢିବାରେ ଲାଗିଛି ଏଚଏମପିଭି। ଭାରତରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି। ଏହାକୁ କୋଭିଡ ସହ ତୁଳନା କରାଯାଉଥିବା ବେଳେ, ଚିନ୍ତାର କାରଣ ମଧ୍ୟ ପାଲଟିଛି। ରିପୋର୍ଟ ମୁତବକ ଏଚଏମପିଭି କରୋନା ଭଳି ଭୟାନକ ହୋଇପାରେ।…

ଗଡ଼ିଲା ଡବଲ ଡେକର ବସ୍‌, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗଡ଼ିଲା ଡବଲ ଡେକର ବସ।  ଏହି ଡବଲ୍‌ ଡେକର ବସ୍‌ର ଶୁଭାରମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ବସର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନ ପୂର୍ବରୁ ୫ଟି ଡବଲ ଡେକର ବସ୍‌ ରାଜଧାନୀରେ…