Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚେନ୍ ଚୋରି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଶେଷରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଲବଣଗିରିରେ ଜଣେ ମହିଳାଙ୍କ ବେକରୁ ଚେନ୍ ଟାଣି ନେବା ବେଳେ ଗାଡିରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଘଟଣାର ଅଭିଯୁକ୍ତକୁ ଶେଷରେ ଗିରଫ କରିଛି ପୋଲିସ୍ । ପାଖାପାଖି ୪୦୦ ସିସିଟିଭି ଦେଖି ଯାଞ୍ଚ କରିବା ପରେ ଅଭିଯୁକ୍ତର ପତ୍ତା ମିଳିଥିଲା…

ସମ୍ବଲପୁର ହାତୀ ମୃତ୍ୟୁ ଘଟଣା; କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ ଡିଏଫଓଙ୍କୁ ତାଗିଦ କରାଯାଇଛି । ସେ ଡ୍ୟୁଟିରେ ଅବହେଳା କରିଥିବା କାରଣରୁ ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗ ପକ୍ଷରୁ…

ଡିସେମ୍ବରରେ ସରିବ ସୁଭଦ୍ରା ପ୍ରଥମ କିସ୍ତି, ଉପକୃତ ହେଲେଣି ୮୦ ଲକ୍ଷ ମହିଳା

ଭୁବନେଶ୍ବର: ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା ସହାୟତାର ପ୍ରଥମ କିସ୍ତିର ଏହାର ହେବ ଶେଷ ପର୍ଯ୍ୟାୟ । ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି…

୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି

ଭୁବନେଶ୍ବର: ରାଜ୍ୟର ମୁଖ୍ୟତଃ ୯ଟି ଜିଲ୍ଲା ଗଞ୍ଜେଇ ଚାଷର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ…

କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ…

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଦଲାଲ ଦମ୍ପତି ଗିରଫ

କଟକ: ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇ ଜଣ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଦୁଇ ଜଣ କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ କୋରୁଁଅ ଅଞ୍ଚଳର ସ୍ୱାମୀ ଓ ସ୍ତ୍ରୀ।…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍

ଯାଜପୁର: ଯାଜପୁର ଟାଉନ ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତନାଘନା ଆରମ୍ଭ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ଆରମ୍ଭ। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଗଲା ୩…

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲ ଗଲା ‘ଜିନତ୍’

ବାରିପଦା: ଏନ୍‌କ୍ଲୋଜର୍‌ରୁ ବାହାରିଲା ବାଘୁଣୀ 'ଜୀନ୍ନତ'। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍‌ ଏରିଆକୁ ଛଡ଼ାଗଲା। ରାତି ୯ଟା ୩୦ରେ ଛଡ଼ାଯାଇଥିବା ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ 'ଜୀନ୍ନତ'। ଏବେ…

ଆଜି ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। ଏହା ପୂର୍ବରୁ ଆଜି ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ବସିବ ବୈଠକ। ବୈଠକରେ ଯୋଗଦେବା ପୂର୍ବରୁ ଉଭୟ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ବୈଠକ…

ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଆଜି ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଅବପାତରେ ପରିଣତ ହେବ। ପରବର୍ତ୍ତି ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ।…