Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ଫେଙ୍ଗଲ ପ୍ରଭାବ, ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜ୍ୟରେ ପଣିପାଗରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଆଜିପାଇଁ ହାଲୁକାରୁ…

ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି। ନିର୍ବାଚନ ବେଳେ କିନ୍ତୁ ବିଜେପି ଲୋକଙ୍କ ପସନ୍ଦ ପାଲଟିବ ବୋଲି କେହି ଆକଳନ କରିନଥିଲେ। କିନ୍ତୁ ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ପୂର୍ବର ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜନୈତିକ ସମୀକ୍ଷକ…

ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ଏଯାବତ ତିନି ଥର ଓଡ଼ିଶାକୁ ଆସିଛନ୍ତି। ଆଉ ଦେଶର ସର୍ବୋଚ୍ଚ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିକୁ ଦେଇଛି ବଡ଼ ବାର୍ତ୍ତା। ଆଉ ମୋଦୀଙ୍କ ଗସ୍ତ ଓଡ଼ିଶାକୁ କେନ୍ଦ୍ର ସରକାର ଅତି ନିକଟରୁ ଦେଖୁଛି ବୋଲି ଗୋଟିଏ…

ବିଜେପି ନେତାଙ୍କ ବୈଠକରେ ମୋଦୀଙ୍କ ‘ଗୁଜରାଟ ମଡ଼େଲ’ ଥିଓରୀ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଜୋଶରେ। କାରଣ ଦଳର ମୁଖିଆ ମାନେ ଓଡ଼ିଶା ଆସିଛନ୍ତି। ଏହି ଅବସରରେ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦଳର ସାଂସଦ, ବିଧାୟକ ଓ ନେତା ଏକାଠି ରାତ୍ରି ଭୋଜନ କରିଛନ୍ତି। ଏହି ସମୟରେ କୁଆଡେ ମୋଦୀଙ୍କ ସହ ଅନେକ ନେତା ନିଜ ମନର…

ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ: ଜିରୋ ଟଲେରାନ୍ସ ପାଇଁ ଆହ୍ୱାନ ଦେଲେ ଶାହ

ଭୁବନେଶ୍ବର : ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ। କଡ଼ାସୁରକ୍ଷା ମଧ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ୫୯ତମ ପୋଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ସ୍ବାଧୀନତା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ…

ଜଙ୍ଗଲ ସୁରକ୍ଷା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ଅଧିକାଂଶ ଜଙ୍ଗଲରେ ଅବାଧ ଶିକାର ବୃଦ୍ଧି ପାଉଛି । ଶିକାରୀ ମାନଙ୍କର ଉତ୍ପତା ବଢିବାରେ ଲାଗିଛି । କେତବେଳେ ବାଘ ଛାଲ, ନଖ ଜବତ ହେଲାଣି ତ ଆଉ କେତବେଳେ ଜୀବନ୍ତ ବଜ୍ର କାପ୍ତା ଚୋରାଚାଲାଣ ବେଳେ ଧରା ପଡୁଛନ୍ତି । ଅନେକ ସମୟରେ ତ ବାରାହା ପାଇଁ ବିଛାଯାଇଥିବା…

ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ପୁରସ୍କାର ଦେଲେ ଶାହ

ଭୁବନେଶ୍ବର:  ପାଟପୁର ଥାନା ପାଇଲା ଶ୍ରେଷ୍ଠ ଥାନା ପୁରସ୍କାର। ପୁରସ୍କାର ଦେଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ଆରମ୍ଭ ହୋଇଥିବା…

ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଗଣ୍ଡଗୋଳ ଘଟଣା; ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ

ଯାଜପୁର: ଯାଜପୁରର ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଘଟିଥିବା ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୂର୍ବତନ ପୌରଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ କେତେକ ଲୋକ ଚାଷୀ ଓ ହାଟ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଜି…

ଟଳିଗଲା ବଡ ଦୁର୍ଘଟଣା; ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲେ ଯବାନ

ବୌଦ୍ଧ: ମାଟି ତଳୁ ମିଳିଲା ବିପୁଣ ପରିମାଣର ବିସ୍ଫୋରକ ସାମଗ୍ରୀ । ସର୍ଚ୍ଚ ଅପରେସନ୍‌ ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ଅଞ୍ଚଳରୁ ଏହାକୁ ଠାବ କରିଛନ୍ତି ଯବାନ ମାନେ । ଫଳରେ ବହୁତ ବଡ ବିସ୍ଫୋରଣରୁ ରକ୍ଷା ପାଇଗଲେ ସୁରକ୍ଷାକର୍ମୀ ଓ ଅଞ୍ଚଳବାସୀ । ବୌଦ୍ଧ ଏସ୍‌ପି ନାଗରାଜ…

ଆଗାମୀ ଦିନରେ ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଳୁ ବିହନ ଯୋଗାଣ ନେଇ ଆଜି କୃଷି ଭବନ ସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି । ରବି ଆଳୁଚାଷ ସଂପର୍କିତ ଆଲୋଚନା ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ…