Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିରେ ମିଶିଲେ ଶତାଧୀକ ବିଜେପି ନେତା ଓ କର୍ମୀ

ଭୁବନେଶ୍ଵର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାଲିଛି ରାଜନେତା ମାନଙ୍କର ଦଳଡିଆଁ କାର୍ଯ୍ୟକ୍ରମ । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର…

ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ…

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ, ଦଳ ଛାଡିବା ପଛର କାରଣ କହିଲେ…

ଭଦ୍ରକ: ବିଜେଡି ଛାଡିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଯେଉଁଠି ସମ୍ମାନ ନାହିଁ ସେ…

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁବନେଶ୍ଵର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ…

ଧରାପଡିଲେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ, ୭୫ଲକ୍ଷର ଗଞ୍ଜେଇ ଜବତ କଲା ଏସଟିଏଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବେଶ ତତ୍ପର ହୋଇ ପଡିଥିଲେ l…

ବିଜେଡି ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ…

ଫିଲ୍ମ ଷ୍ଟାଇଲ୍ ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା

ପୁରୀ: ବାଇକ ରେ ଆସିଲେ ମୁଣ୍ଡରେ ବନ୍ଧୁକ ଲଗାଇଲେ କିଛି ଭାବିବା ଦେଖିବା ପୂର୍ବରୁ ଲୁଟିନେଲେ ସୁନାଗହଣା । ପୁରା ପିଲ୍ମ ଷ୍ଟାଇଲ୍ ରେ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । ତେବେ ଜଣେ ସୁନା ବ୍ୟବସାୟୀ ଏହି ଲୁଟ୍ର ଶିକାର ହୋଇଛନ୍ତି । ସୁନା ବ୍ୟବସାୟୀ…

ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦୁଝର: କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଫେରାର ଅଛି ଡ୍ରାଇଭର । ଖବର…

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ: ବିଜେପି

ଭୁବନେଶ୍ୱର: ମା', ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’,…

ଦଳଙ୍କୁ ଟିକେଟ୍ ଟେନସନ୍ !

ଭୁବନେଶ୍ୱର: ଭୋଟ୍ ପୂର୍ବରୁ ଦଳଙ୍କୁ ଟିକେଟ୍ ଟେନସନ୍ । ପ୍ରାର୍ଥୀ ହେବାକୁ ପ୍ରବଳ ପ୍ରତିଯୋଗିତା, ଶକ୍ତି ପ୍ରଦର୍ଶନ । ରାଲି, ସଭାରେ ଲବି ଜୋରଦାର । ଟିକେଟ୍ ଘୋଷଣା ସହ ବଢୁଛି ବିଦ୍ରୋହ । ଅସନ୍ତୋଷ, ବିକ୍ଷୋଭ ସହ ଦଳବଦଳ । କାହାକୁ ଭରସା କରିବେ ଭୋଟର ? ଭୋଟ୍ ଉପରେ ପଡିବ କି ପ୍ରଭାବ ?…