Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ’

କଟକ: ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ପ୍ରେସମିଟ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ କହିଲେ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏବର୍ଷ ପିଲାମାନେ ନିଜ ମାଟ୍ରିକ୍ ପରୀକ୍ଷା ଫଳ ଅନଲାଇନରେ ଦେଖିବା ସହ ପରୀକ୍ଷା ଫଳ ବାହାରିବା ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟର କପି…

ପଞ୍ଚମ ପାଳିର ଶେଷ କ୍ୟାବିନେଟ, ୧୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ କ୍ୟାବିନେଟ । କ୍ୟାବିନେଟରେ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।…

ବାନ୍ତି କଲେ ଭକ୍ତ: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ: ଅବକାଶ ନୀତି ପରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି । ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଛି । ଶ୍ରୀଜିଉଙ୍କ ମହାସ୍ନାନ ନୀତି ଚାଲିଥିବାରୁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି…

ସରିଲା ପାସିଂ ଆଉଟ୍ ପରେଡ୍, ବାହାରିଲେ ଆଉ ୨ ହଜାର ୬୩୦ ନୂଆ ଅଗ୍ନିବୀର

ଖୋର୍ଦ୍ଧା:ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ଏହି ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ୩୯୬ ଜଣ ମହିଳା ଅଗ୍ନିବୀର ରହିଥିଲେ । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ୧୬ ସପ୍ତାହର ଟ୍ରେନିଂ ପରେ ଏହି…

ନୟାଗଡ଼ ରାଜନୀତି: ବିଜେପି ଛାଡିଲେ ଇରାନୀ ରୟ ଓ ଲାଲା ମନୋଜ

ଭୁବନେଶ୍ୱର: ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିବା ଇରାନୀ ରୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଛନ୍ତି। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ…

ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର 

ଭୁବନେଶ୍ୱର:  ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ନିର୍ବାଚନ ଲଢ଼ିବୁ ବୋଲି ଆଜି  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  କହିଛନ୍ତି । ଆଜି ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ।…

ତ୍ରିକୋଣୀୟ ପ୍ରେମ, ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ରାଜଧାନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହତ୍ୟା କରିଥିବା ସୂଚନା ରହିଛି । ମୃତକ ଯୁବକ ହେଲେ ଅଞ୍ଜନ । ଦେଖା କରିବା…

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି…

ଆଜି ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ଆଜି ଓଡ଼ିଶା ବିଜେପି ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଏହି ବୈଠକ ।ବୈଠକରେ ନିର୍ବାଚନରେ ସମସ୍ତ ସିଟ୍ ନେଇ ଆଲୋଚନା ହେବ । ଏଥିରେ ଦଳ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରିବ । ମିଟିଂ ମିଟିଂର ସବିଶେଷ…

ରାଜ୍ୟ ଓ ଜିଲ୍ଲା କ୍ରୀଡ଼ା ସଙ୍ଘଙ୍କ ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ସଙ୍ଘ ଏବଂ ଜିଲ୍ଲା କ୍ରୀଡ଼ା ସଙ୍ଘ ମାନଙ୍କ ଅନୁଦାନ ରାଶିକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଏହା ୨୦୨୩-୨୪ ବର୍ଷ ଠାରୁ ଲାଗୁ ହେବ। ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ 'କ' ବର୍ଗ ଯଥା ଆଥଲେଟିକ୍ସ, ହକି, ଭାରୋତ୍ତୋଳନ,…