Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର…

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ

ଭୁବନେଶ୍ଵର; ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରିଛି । ହସ୍ପିଟାଲ କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ…

ଶ୍ରୀମନ୍ଦିରରେ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଆଉ ହ୍ବିଲ ଚେୟାର ନୁହଁ ବରଂ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଏନେଇ ନିର୍ମାଣ ହେଲା କାଠ ଚେୟାର । ଏଥିପାଇଁ ପ୍ରଥମେ ଦିବ୍ୟାଙ୍ଗ ଭକ୍ତ ମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ…

କେନ୍ଦୁଝରରେ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ଦୁଝର: ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୋନାସିକାର କଦଳୀବାଡ଼ି ଗାଁରେ ପହଞ୍ଚି ରାଷ୍ଟ୍ରପତି ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି…

ଆସନ୍ତା ମାସରେ ବିଜେଡି ପାଳନ କରିବ ତିନି ତିନୋଟି ବଡ କାର୍ଯ୍ୟକ୍ରମ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ । ସେଥିପାଇଁ ସବୁ ଦଳ ତାର ରଣନିତି ପ୍ରସ୍ତୁତ କରୁଛି । ସେଥିପାଇଁ ବିଜେଡି ମଧ୍ୟ ତାର ରଣନୀତି ପ୍ରସ୍ତୁତ କରୁଛି । କିନ୍ତୁ ଏହାରି ଭିତରେ ଆସନ୍ତା ମାସ ପାଇଁ ବିଜେଡି ତାର ମୁଖ୍ୟ ୩ଟି କାର୍ଯ୍ୟକ୍ରମ ତାଲିକା ପ୍ରକାଶ କରିଛି ।…

ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5-T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ପକ୍କା ରାସ୍ତା, ସ୍ବରେଜ୍ ସିଷ୍ଟମ୍ ଓ ଅନେକ ନାଗରିକ…

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଉ ଏବେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଜାରି ରହିଛି । କିଏ କଂଗ୍ରେସ ଛାଡ଼ି ବିଜେଡିରେ ମିଶୁଛି, ଆଉ କିଏ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି । ଆଜି କଳାହାଣ୍ଡିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ବଢିଲା ଏଚଆରଏମଏସ ପୋର୍ଟାଲରେ କର୍ମଚାରୀମାନଙ୍କ ତଥ୍ୟ ଅଦ୍ୟତନ କରିବାର ସମୟ ସୀମା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ(ପ୍ରୋଫାଇଲ୍ ଡାଟା) ଏଚଆରଏମଏସ୍ ପୋର୍ଟାଲରେ ଆବେଦନ ଅଦ୍ୟତନ(ଅପଡେସନ) କରିବା କାର୍ଯ୍ୟ ଆଗାମୀ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି…

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଏହି ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ରିପୋର୍ଟ ତଥ୍ୟ ମିଳିଛି କି ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।…

ରତ୍ନଭଣ୍ଡାର ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, ଜଷ୍ଟିସ ଅରିଜିତ ପଶାୟତଙ୍କୁ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ ନେଇ ଘୋଷଣା କରିଛନ୍ତି । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଏହି ଉଚ୍ଚସ୍ତରୀୟ କମିଟିର…