Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକ୍ଷ୍ମୀ ବସ୍: ସରକାରଙ୍କ ଅର୍ଥ, ବସ୍‌ର ମାଲିକ ବାହାର ରାଜ୍ୟର କମ୍ପାନୀ

ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଲୋଭ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା ।  ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ…

ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଖିଚିଂ ଯାଇ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ

ଭୁବନେଶ୍ବର: ଓଡିଶା ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନୂଆଦିଲ୍ଲୀ ରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜରେ ପହଁଚିଛନ୍ତି ରାଷ୍ଟପ୍ରତି । ସେଠାରୁ ସିଧାସଳଖ ଖିଚିଂ ଯିବେ ରାଷ୍ଟ୍ରପତି । ଖିଚିଂରେ ମହାମହିମ ଙ୍କୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର ।…

ବିଲ ଗେଟସ୍ ଙ୍କ ପରାମର୍ଶ: କୃଷି କ୍ଷେତ୍ରରେ ବ୍ୟବହାର ହେଉ ରିମୋଟ ସେନସିଂ ଓ ସ୍ପେସ ଆପ୍ଲିକେସନ

ଭୁବନେଶ୍ଵର: ରାଜ୍ୟର କୃଷି କ୍ଷେତ୍ର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର । ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଅରବପତି ବିଲ ଗେଟସ୍ । କୃଷି ସମୀକ୍ଷା କେନ୍ଦ୍ରକୁ ବିଲ ଗେଟସଙ୍କ…

କାହାର ସତ୍ୟବାଦୀ: ତେଜିଲା ଦୁଇ ବିଜେଡି ନେତାଙ୍କ କଳି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟ ରାଜନୀତି ଏନେଇ ବେଶ ସରଗରମ । ଏହାରି ଭିତରେ ପୁରୀ ସତ୍ୟବାଦୀର ରାଜନୀତି ଉଷ୍ମ ହେବାର ଲାଗିଛି  । କାହାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଉମା ସାମନ୍ତରାୟ ନା ସଞ୍ଜୟ ଦାସବର୍ମା ତାକୁ ନେଇ ତେଜିଛି କଳି । ସଂଞ୍ଜୟ ଦାସବର୍ମାଙ୍କ ଭିଡିଓ…

ଇଡିରେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବାରିପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅକୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ କିଛି ଦିନ ତଳେ…

ଚାଲିଥିଲା ବଜ୍ରକାପ୍ତା ଡିଲ୍ ମାଡି ବସିଲା ବନବିଭାଗ, ୬ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ ଖବରପାଇ ମାଡିବସିଲା ବନ ବିଭାଗ । ଘଟଣାସ୍ଥଳରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ତିନୋଟି ବାଇକ ମଧ୍ୟ ଜବତ କରିଛି । ବେଆଇନ ଭାବେ…

ଦେଖାଦେବନି ବିଜୁଳି ସଙ୍କଟ: ଟିପିଏସ୍ଓଡିଏଲର ପ୍ରସ୍ତୁତି

ବ୍ରହ୍ମପୁର: ମାଡ଼ି ଆସୁଛି ଖରା । ଏଥିରୁ ତ୍ରାହି ପାଇବାକୁ ଟିପିଏସ୍ଓଡିଏଲ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଯେପରି ଉପଭୋକ୍ତା ବିଦ୍ୟୁତ ସଂକଟ ଦେଇ ଗତିକରିବେନି ଏବଂ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିପିଏସ୍ଓଡିଏଲ୍, ଟାଟା…

ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଏହି…

ଥମୁନି ଏନଏସି ଦାବି ନିଆଁ; ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର/ବାଲେଶ୍ବର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବାମରା ଓ ବାଲେଶ୍ବରର ଖଇରାରେ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ଏଥିରୁ…