Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣିପାଗ ବିଭାଗର ଆଲର୍ଟ; ଆଜିଠୁ ଆସନ୍ତା ୨୫ ଯାଏଁ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ସକାଳୁ ସକାଳୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଘନ କୁହୁଡି କାରଣରୁ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଯେଉଁ କାରଣରୁ ଶୀତରୁ ରକ୍ଷା ପାଇଛନ୍ତି ଲୋକେ । ହେଲେ ରାଜ୍ୟର…

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା, ସାମିଲ୍ ହୋଇଛନ୍ତି ୧୮ ଟି ଟିମ୍

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଚାଲିଛି ଡ଼ଲଫିନ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା । ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ…

ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

କଟକ: ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ, ଗତକାଲି ବିଳମ୍ବିତ ରାତିରେ କଟକର ସିଡିଏ ସ୍ଥିତ ବାସଭବନରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଅନାଦି ସାହୁ ଜଣେ ଦକ୍ଷ ପୁଲିସ ଅଧିକାରୀଭାବେ…

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ଚମତ୍କାର ପ୍ରତିକୃତି

ପୁରୀ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ସରିଆସିଲାଣି ସମୟ । ଅଯୋଧ୍ୟା ଫେରିବେ ପ୍ରଭୁ ରାମଚନ୍ଦ୍ର । ସେଥିପାଇଁ ପୁରା ଦେଶ ଏବେ ଉତ୍ସବ ମୁଖର । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ପ୍ରଭୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରୁଛନ୍ତି ଅନେକ ଚମତ୍କାର…

ଧନୁଯାତ୍ରା ୨୦୨୪: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ ଦଳନ

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ବର: ଆରପାରିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି । ଅସୁସ୍ଥ ହୋଇ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ପବିତ୍ର ଶାମ୍ବ ଦଶମୀ: ଘରେ ଘରେ ମହକୁଛି ପିଠା, ମିଠାର ବାସ୍ନା, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

ଭୁବନେଶ୍ଵର: କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ…

ନୟାଗଡ଼ରେ ହେବ ରାମ ମନ୍ଦିର ପ୍ରତିଷ୍ଠା, କଣ ରହିଛି ଅଯୋଧ୍ୟା ସହିତ ସମ୍ପର୍କ

ନୟାଗଡ଼: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ସମଗ୍ର ଦେଶ ଏବେ ରାମମୟ ହୋଇଛି। ତେବେ ଏହି ୨୨ ତାରିଖ କେବଳ ଦେଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ ନୁହେଁ, ଆମ ରାଜ୍ୟ ପାଇଁ ମଧ୍ୟ ଏହି ତାରିଖଟି ବେଶ ମହତ୍ତ୍ୱ ରଖିଛି। କାହିଁକି ନା ଏହି ଦିନ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ନିଯୁକ୍ତିରେ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ଫଳରେ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ…

ବ୍ୟାଟେରୀ ଓ ହ୍ୱାଇଟ୍ ଆଲୁମିନା ଉତ୍ପାଦନ ପାଇଁ ହିଣ୍ଡାଲକୋ ଓଡ଼ିଶାରେ ୮୦୩ କୋଟି ଟଙ୍କା ନିବେଶ କରିବ

ଝାରସୁଗୁଡା: ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଆଣ୍ଡ୍ ରିସାଇକ୍ଲିଂ କମ୍ପାନି ହିଣ୍ଡାଲ୍କୋ ଦୁଇଟି ନୂଆ ପ୍ରକଳ୍ପ ସହ ଓଡ଼ିଶାରେ ନିଜର ଉପସ୍ଥିତି ଆହୁରି ଦୃଢ କରିବାକୁ ଯୋଜନା ଘୋଷଣା କରିଛି। ୨୫ ହଜାର ଟନ୍ ଉଚ୍ଚମାନର ଆଲୁମିନିୟମ ତିଆରି ପାଇଁ ପ୍ରାରମ୍ଭିକ କ୍ଷମତା ବିଶିଷ୍ଟ ଏହି…