Latest Odisha News

BREAKING NEWS

Browsing Category

ଓଡିଶା

Odisha

କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହେଲେ ୩ ଡାକ୍ତର

ଭୁବନେଶ୍ୱର: ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନିଲମ୍ବିତ ଡାକ୍ତର ହେଲେ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା, ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ…

ଭୟଙ୍କର ଦୁର୍ଘଟଣା; ୧୫ ଫୁଟ୍ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍

କେନ୍ଦୁଝର: ଶନିବାର କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଁପାର ନିକଟ ଅରଡେଇ ନଦୀ ପୋଲରୁ ଏକ ସ୍କୁଲ୍ ଭ୍ୟାନ୍ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡ଼ିଛି। ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଭ୍ୟାନ୍‌ରେ କୌଣସି ସ୍କୁଲ୍ ପିଲା ନଥିଲେ। ଡିମ୍ବୋ ଅଞ୍ଚଳର…

ବତ୍ୟା ଯାଉ ଯାଉ ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ (DG) ଡଃ ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ଦିନ ଜାରି କରାଯାଇଥିବା ୧୫ ଦିନିଆ ଆଗୁଆ ପାଣିପାଗ ଆକଳନରୁ ଏହି ନୂଆ…

ଭୁବନେଶ୍ବର ବାଲି ଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କୁଆଖାଇ ନଦୀ କୂଳରେ ନଭେମ୍ବର ୨୪ ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଘୋଷଣା କରାଯାଇଛି। ଏହି ସ୍ଥାନରେ ବହୁ ସଂଖ୍ୟାରେ ଦର୍ଶକ ଏବଂ ଗାଡ଼ିମୋଟର…

‘ଓଡିଶାରୁ ଟଳିଲା ବିପଦ, ସଫଳ ହେଲା ବାତ୍ୟା ମୁକାବିଲା’ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି: ଏସଆରସି

ଭୁବନେଶ୍ୱର: ଓଡିଶା ଉପରୁ ଟଳିଛି ବାତ୍ୟା ଭୟ, ଏବେ ସ୍ୱାଭାବିକ ସ୍ଥିତି । ବାତ୍ୟା ଅକ୍ୱାନକୁ ନେଇ କରାଯାଇଥିବା ଆକଳନ ଅନୁଯାୟୀ ପ୍ରଭାବ କମ୍ ରହିଲା । ଏବେ ଏହା ଏକ ଲଘୁଚାପରେ ପରିଣତ ହୋଇଛି । ତଥାପି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ । ପ୍ରଥମରୁ ବାତ୍ୟା…

ଗଞ୍ଜାମରେ ସରକାରୀ କ୍ୱାର୍ଟରରୁ ମହିଳା ଏସ୍‌ଆଇଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ନିୟୋଜିତ ଜଣେ ମହିଳା ଏସ୍‌ଆଇ ଶନିବାର ଦିନ ନିଜ ସରକାରୀ କ୍ୱାର୍ଟରରେ ରହସ୍ୟଜନକ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଛନ୍ତି। ଥାନାରେ କାର୍ଯ୍ୟରତ ମହିଳା ସବ୍‌ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ…

Cyclone Akvan; ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା…

ଭୁବନେଶ୍ୱର: ବାତ୍ୟା 'ଅକୱାନ' ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହି ବାତ୍ୟାଟି ବର୍ତ୍ତମାନ ଦୁର୍ବଳ ହୋଇ ଏକ 'ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର'ରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଶନିବାର ସକାଳ…

ଗ୍ରାମସଭାର ସହମତି ବିନା ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ବେଆଇନ: ସୁପ୍ରିମକୋର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ସୁନ୍ଦରଗଡ଼ ଜିଲ୍ଲାରେ ଡାଲମିଆ ସିମେଣ୍ଟ କାରଖାନାର ଖଣି ସମ୍ପ୍ରସାରଣ ପାଇଁ ହୋଇଥିବା ଜମି ଅଧିଗ୍ରହଣକୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ…

ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶାକୁ ଜାତୀୟ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଓ ଦ୍ରୁତ ଅଗ୍ରଗତି ପାଇଁ ‘ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର…

ବନ ବିଭାଗର ବଡ଼ ଧରଣର ଚଢାଉ: ଚାଲାଣ ବେଳେ ୩୯୦ଟି କଇଁଛ ଜବତ

ମାଲକାନଗିରି: କାଲିମେଳା ବନାଞ୍ଚଳ ଅଧୀନସ୍ଥ ଏମପିଭି-୭୪ (MPV-74) କୁମ୍ଭାର ସାହି ନିକଟରୁ ବନ ବିଭାଗ ଚଢ଼ାଉ କରି ୩୯୦ଟି ଜୀବନ୍ତ କଇଁଛ ଜବତ କରିଛି। ଗୁରୁବାର ରାତିରେ କୌଣସି ସୂତ୍ରରୁ ଖବର ପାଇ କାଲିମେଳା ବନ ବିଭାଗ କର୍ମଚାରୀମାନେ ଏମପିଭି-୭୪ (ନାଲାଗୁଣ୍ଠି ଛକ) ନିକଟରେ ଚଢ଼ାଉ କରିଥିଲେ।…