Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ଼ ମଟର ଯାନ ନିରକ୍ଷକ (ଏମଭିଆଇ) । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଆଜି ସକାଳୁ ପଞ୍ଚାନନଙ୍କ ଭୁବନେଶ୍ବରରେ ଥିବା ଭଡ଼ାଘର, ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି…

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର…

ବିଏମ୍‌ସିକୁ ସବୁଜ ସଙ୍କେତ, କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ…

ଆସନ୍ତା ୧୧ ଯାଏଁ ରାଜ୍ୟବାସୀଙ୍କୁ କଲବଲ କରିବ କୁହୁଡି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ପୂର୍ବାପେକ୍ଷା ବଢିଛି ରାତିର ତାପମାତ୍ରା । କିନ୍ତୁ ବୃଦ୍ଧି ପାଉଛି ଘନ କୁହୁଡି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଅଧିକ…

ଆଜି ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ପ୍ରଥମ ଥର ପାଇଁ ବିମାନ ସେବାରେ ଯୋଡିହେବ ମାଲକାନଗିରି ଜିଲ୍ଲା । ଆଜି ଲୋକାର୍ପଣ ହେବ ମାଲକାନଗିରି ବିମାନବନ୍ଦର । ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହ…

ପୌରପାଳିକା ଅଧିକାରୀଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର: କେନ୍ଦୁଝର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇଦେବା ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବଡବିଲ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ଚେମ୍ବରରେ ଏହି ଘଟଣା ଘଟିଛି। ବଡବିଲ ବଜାରର ଅଭିଷେକ ଗୁପ୍ତା ନାମକ ଏହି ଅଭିଯୁକ୍ତ ତାଙ୍କ ଘର…

ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସ୍ତବ୍ଧ ସୁନ୍ଦରଗଡ଼ର ମିଶନ ସ୍କୁଲ ହଷ୍ଟେଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁତ୍ରା ଗ୍ରାମର ଜଣେ ମିଶନ ସ୍କୁଲ ଛାତ୍ରଙ୍କ ବାପା ସ୍କୁଲର ହଷ୍ଟେଲରେ ରହୁଥିବା ଅନେକ ପିଲାଙ୍କୁ ଅସଦାଚରଣ କରିଥିବା ନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଛନ୍ତି।…

ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍, ୨୧ ଛାତ୍ର ଆହତ

ମୋହନା: ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍। ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଛାତ୍ର ଆସୁଥିଲେ। ଆଉ ସମସ୍ତେ ଆହତ…

ପାରାଦୀପ: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ପାରାଦୀପ: ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଜଣେ ମହିଳା ଟ୍ରଲିରେ ପ୍ରସବ କରିବାକୁ ବାଧ୍ୟ ହୋଇଛନ୍ତି। ପାରାଦୀପ ସହର ଷଣ୍ଡକୁଦା ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ଆସିବାରେ…