Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର ସଂସଦ । ଅଭିଯୋଗ ମୁତାବକ,…

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା ଦୁଷ୍କର୍ମ ଉଦ୍ୟମ ଘଟଣାରେ ପୋଲିସ ତାଙ୍କୁ ଗିରଫ ନକରି…

ଓଜେଏସ ରେଜଲ୍ଟ: ବାପାଙ୍କ ସ୍ଵପ୍ନ ପୁରଣ କରିବା ଥିଲା ପ୍ରଥମ ଇଚ୍ଛା, ଦ୍ଵିତୀୟ ପ୍ରୟାସରେ ପାଇଲେ ସଫଳତା

ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ…

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ । ପରିବାର ଲୋକ ନାବାଳକ…

ନୂଆବର୍ଷରେ ସୁରୁଖୁରୁରେ ହେବ ଜଗା ଦର୍ଶନ, ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ: ନୂଆବର୍ଷ ପାଇଁ ପୁରୀ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାଯାଇଥିବାବେଳେ, ଏସବୁ ବ୍ୟବସ୍ଥାକୁ ୯ଟି ସେକ୍ଟରରେ ବିଭକ୍ତ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଲା

ସୁବର୍ଣ୍ଣପୁର : ନୃଶଂସ ସ୍ବାମୀର ବର୍ବରକାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ । ସୂଚନା ଅନୁସାରେ…

ଅସୁରକ୍ଷିତ ରାଜଧାନୀ: ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ…

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ…

ତୀବ୍ର ହେଉଛି ଭୀମଭୋଇ ହାଉସ୍ ସର୍ଜନ ଛାତ୍ରଙ୍କ ଆନ୍ଦୋଳନ: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିବା ଘଟଣା I ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। …

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ   କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା  ଅଭାବରୁ  ମୋ  ରାଜ୍ୟର  କେହି  କେବେ  ଉତ୍ତମ  ଚିକିତ୍ସା ରୁ…