Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଂସଦୀୟ ଗଣତନ୍ତ୍ରକୁ ହତ୍ୟା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ଇଣ୍ଡିଆ…

ପୁରୀ :  ସଂସଦର ୧୪୨ ଜଣ ସାଂସଦଙ୍କୁ ନିଲମ୍ବନ ଘଟଣା  । ଆଜି ପୁରୀ ରେ କଂଗ୍ରେସ, ଆପ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ସରକାରର ଏଭଳି  ଆକ୍ରମଣ କୁ  ସମଗ୍ର ବିଶ୍ଵରେ ସବୁ ସ୍ତରରେ ନିନ୍ଦା କରାଯାଇଛି । ଗଣତାନ୍ତ୍ରିକ ନୀତିକୁ…

ଓଡିଶା ବ୍ୟବସାୟୀ ହରିହର ମହାପାତ୍ର ଓ ପତ୍ନୀ ପ୍ରୀତି ସେଟ୍, ସ୍ପାଇସଜେଟରେ କଲେ ୧୯% ବିନିଯୋଗ

ମୁମ୍ବାଇ: ବିମାନ କମ୍ପାନୀ ସ୍ପାଇସେଜେଟ ର ବର୍ତ୍ତମାନ ଆର୍ଥିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ଏହି ସ୍ଥିତି ରେ ସୁଧାର ଆଣିବାକୁ ତୁରନ୍ତ ନିବେଶ ଆବଶ୍ୟକ ରହିଛି । ଆଉ ଏହାର ଏପରି ସମୟରେ ବିମାନ କମ୍ପାନୀର ସ୍ଥିତି ରେ ସୁଧାର ଆଣିବା ପାଇଁ ଆଗେଇ ଆସିଛନ୍ତି ମୁମ୍ବାଇ ରେ ରହୁଥିବା ଓଡିଆ…

ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ

ପୁରୀ :  ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସଂଘ  । ବାର୍ଷିକ ଦରମା ବୃଦ୍ଧି  କରାଯିବା ସହ  ଯଦି କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସାଧାରଣ ଲୋକଙ୍ଲୋକର ଆକ୍ରମଣର ଶିକାର ହେଉଛନ୍ତି ତେବେ  ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି…

ଡିସେମ୍ବର ୨୫ରୁ ପୁରୀରେ ଅନୁଷ୍ଠିତ ହେବ ୨୮ତମ ପୁସ୍ତକ ମେଳା

ପୁରୀ: ପୁରୀ ଶରଧାବାଲି ଠାରେ ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପି ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ ହେବ । ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ…

ଆରମ୍ଭ ହେଲା ଗୁଣୁପୁରର ଲୋକ ମହୋତ୍ସବ ଚଇତି ଇଡିତାଲ, ଶୋଭାଯାତ୍ରାରେ ଦୁଲୁକିଲା ଗୁଣୁପୁର ସହର

ଗୁଣୁପୁର: ଆରମ୍ଭ ହେଲା ଗୁଣୁପୁରର ଲୋକ ମହୋତ୍ସବ ଚଇତି ଇଡିତାଲ । ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ର ଶୋଭାଯାତ୍ରାରେ ଦୁଲୁକିଲା ପୁରା ଗୁଣୁପୁର ସହର । ଗୁଣୁପୁର ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ…

ଯୋରନ୍ଦା ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୀଠର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଓଡିଶାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦାପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି । ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

କମୁଛି ପାରଦ , ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ  ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  । ୧୬ ସହରର ତାପମାତ୍ରା…

ଉପାନ୍ତର ଗୌରବ ଗୁପ୍ତେଶ୍ଵର: ମାତ୍ର ୨୬ବର୍ଷ ବୟସରେ IIT ଖଡଗପୁରରୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ

ନୂଆପଡା: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ ।  ଦୃଢ ଇଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ  । ଏମିତି କିଛି  ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଉପାନ୍ତ ଦମାପଲା ଗାଁର ୨୬ ବର୍ଷୀୟ ଯୁବକ ଗୁପ୍ତେଶ୍ଵର ।  କମ ବୟସ ଓ ଏକ ଗରୀବ ପରିବାରରେ ଶିକ୍ଷା କୁ ପ୍ରାଧାନ୍ୟ ଦେଇ IIT…

ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ମୃତ ମହିଳା ହେଲେ ଯାଜପୁର ଥାନା…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ…