Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଗତସିଂହପୁର: ଝାଡ଼ାବାନ୍ତିରେ ଗୋଟିଏ ପରିବାରର ୨ ମୃତ, ୧୦ ଆକ୍ରାନ୍ତ

ଜଗତସିଂହପୁର: ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ ଅଧୀନ ଅଞ୍ଚଳରେ ଏହି ସଂକ୍ରାମକ ରୋଗ ବ୍ୟାପିବା ପରେ ଅନ୍ୟ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୧୩ ଦିନ ତଳେ ଦିଜ…

ସୁନ୍ଦରଗଡରେ ଡବଲ ମର୍ଡର; ବନ୍ଧା ହେଲା ପ୍ରେମିକ ରାଜୁ

ସୁନ୍ଦରଗଡ: ସୁନ୍ଦରଗଡରେ ଡବଲ ମର୍ଡର ଘଟଣାରେ ବନ୍ଧା ହେଲା ପ୍ରେମିକ ରାଜୁ ନାଗ। ପୋଲିସର ସୂଚନାନୁସାରେ, ରାଜୁ ଗତ ସପ୍ତାହରେ ଜଣେ ଏମବିଏ ଛାତ୍ରୀ ଲିପସା କେର୍କେଟା ଏବଂ ତାଙ୍କ ବନ୍ଧୁ ପ୍ରତାପ ଲାକ୍ରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାର ତଦନ୍ତ କରୁଥିବା ଏକ ସ୍ୱତନ୍ତ୍ର…

ଗଠିତ ହେବ ଦୟାନଦୀ ପଞ୍ଚାୟତ, ଦୟା ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ପାଇଁ ହେବ ଗଣ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଦୟା ନଦୀ କୂଳରେ ପିପିଲି ବ୍ଲକ କଣ୍ଟିର କଲ୍ୟାଣ ମଣ୍ଡପ ଠାରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଙ୍ଗୁଆ,କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ, ସୂଚନା…

ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର, କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ପ୍ରକମ୍ପିତ ହେଉଛି…

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ହାଉସ୍‌ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା। ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,…

କେନ୍ଦୁଝରର ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ଯୁବକ

କେନ୍ଦୁଝର: କେନ୍ଦୁଝର ନନ୍ଦିପଡା ଗ୍ରାମରୁ ଋଣ ପରିଶୋଧ ନକରିବାରୁ ଜଣେ ଯୁବକଙ୍କୁ ଅପହରଣ ଘଟଣାରେ ଉକ୍ତ ଯୁବକଙ୍କୁ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି। ଯୁବକଙ୍କ ନାମ ସନାତନ ନାୟକ ହୋଇଥିବା ବେଳେ ସେ ହାଟଡିହି ବ୍ଲକ ଅନ୍ତର୍ଗତ…

ଆସନ୍ତାକାଲିଠୁ ବିଧାନସଭା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ଵର: ଆସନ୍ତା କାଲିଠାରୁ ଆରମ୍ଭ ହେବକୁ ଯାଉଛି ସପ୍ତଦଶ ବିଧାନସଭା। ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ…

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର, ମନ୍ଦିରରେ ପଶିଲା ପାଣି

ବଲାଙ୍ଗିର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ, ଅଳ୍ପକେ ବର୍ତିଲେ କର୍ମଚାରୀ

ନବରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ।  ଅଳ୍ପକେ ବର୍ତିଲେ କର୍ମଚାରୀ । ଗତ ତିନି ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ଅନେକ କ୍ଷୟକ୍ଷତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ଲଗାଣ ବର୍ଷା ପ୍ରଭାବରେ…

ସାଇବର ଲୁଟେରାଙ୍କ ଟାର୍ଗେଟରେ ବଡ଼ବଡ଼ିଆ ଅଧିକାରୀ, ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ…