Latest Odisha News

BREAKING NEWS

Browsing Category

ଓଡିଶା

Odisha

ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଭୋର୍ ସକାଳ ୫ଟାରୁ ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି  ।  ଏବଂ ଶ୍ରୀକ୍ଷେତ୍ରରେ  ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି  । ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ବୁଲି ପ୍ରକଳ୍ପ…

ପୁରୀରେ ନିର୍ମାଣ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର : ପୁରୀ ଜିଲ୍ଲାରେ ହେବ  ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ  । ଏଥିଲାଗି ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ  । ମୁଖ୍ୟମନ୍ତ୍ରୀ ଙ୍କ  କାର୍ଯ୍ୟାଳୟ ର ଜନଶୁଣାଣି…

ଢେଙ୍କାନାଳ ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଆଇଟି ରେଡ୍

ଢେଙ୍କାନାଳ: ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଢେଙ୍କାନାଳ ଜିଲ୍ଲା ମୁସିଙ୍ଗା ଥାନା ଅଧୀନ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ରେଡ୍‌ କରିଛି ଆୟକର ବିଭାଗ । ଗତକାଲି ଠୁ ଆଇକର ବିଭାଗର ୨ଟି ଟିମ୍‌ ଦ୍ବାରା ଆରମ୍ଭ ହୋଇଥିବା ଏହି ରେଡ୍…

କେବେ ବାହାରିବ ନିଷ୍କର୍ସ ? ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ବର୍ତ୍ତମାନ ଶୀତ ଋତୁ ଚାଲିଛି  । ସାଧାରଣତଃ ଶୀତ ଋତୁରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । କିନ୍ତୁ ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣା ନେଇ ଅଧିବାସୀମାନେ ଦାବି କରିଆସୁଥିଲେ  ।…

କୁହୁଡି ସାଜିଲା କାଳ, ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ୨ ବାଇକ ଚାଳକ ମୃତ

ପୁରୀ: କୁହୁଡି ସାଜିଲା ବାଧକ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଆଜି ସକାଳୁ ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ।…

ଗାଁ ଠୁ ସହର ଶୀତରେ ଥରହର, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡାର ପ୍ରକୋପ । ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି ।…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଭୁବନେଶ୍ବର: ଆଜି ଧନୁ ସଂକ୍ରାନ୍ତି । ଠାକୁରଙ୍କ ପାଖରେ ଲାଗିହେବ ମୁଆଁ ଭୋଗ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଏନେଇ ବଜାରରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ମୁଆଁ । କିଛି ମୁଆଁ ଚିନିରେ ପ୍ରସ୍ତୁତ ହୋଇଥିବାବେଳେ, ଆଉ କିଛି…

ବୌଦ୍ଧ ପୋଲିସର କୋମ୍ବିଂ ଅପରେସନ୍‌; ପୁଣି ମାଓବାଦୀ କ୍ୟାମ୍ପ ଠାବ

ବୌଦ୍ଧ: ଦୁଇ ଦିନ ଧରି ଚାଲିଥିବା କୋମ୍ବିଂ ଅପରେସନରେ ବୌଦ୍ଧ ପୋଲିସ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ କରିଛି । ସେଠାରୁ ବିପୁଳ ମାଓବାଦୀ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଛି । ଏନେଇ ଶୁକ୍ରବାର ରାତିରେ ଏସ୍‌ପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।…

ପିହୁ ନିଖୋଜ ଘଟଣାର ତଦନ୍ତ ନେଇ ମିଳିଲା ପ୍ରତିଶୃତି, ଆମରଣ ଅନଶନରୁ ଓହରିଲେ ମୋନାଲିସା

ଯାଜପୁର: ଆମରଣ ଅନଶନରୁ ଓହରିଲେ ପିହୁର ମା ମୋନାଲିସା ନାୟକ । ନିଖୋଜ ପିହୁକୁ ଖୋଜିବାରେ  ଜିଲ୍ଲା ପୋଲିସ ସହ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଗତ କାଲି ଠାରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ ମୋନାଲିସା । ତେବେ ଘଟଣାର ତଦନ୍ତ ନେଇ…

୧୫୯.୨୯ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଏକାମ୍ର ବିକାଶର ନୂଆ ଅଧ୍ୟାୟ। ଏକାମ୍ର ନିର୍ବାଚନମଣ୍ଡଳୀରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୧୫୯.୨୯ କୋଟି ବ୍ୟୟରେ ୪ଟି ପ୍ରକଳ୍ପର…