Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲ ତଳକୁ ଖସିଲା ବସ୍: ୪୦ ଯାତ୍ରୀ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଖସିପଡିଛି ନାଇଟ୍‌ କୋଚ ବସ୍‌ ମହାଦେବ। ଯେଉଁଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା…

ରତ୍ନଭଣ୍ଡାରରୁ ମିଳିଲା ଚମକାଇଲା ଭଳି ଜିନିଷ !

ପୁରୀ: ୪୬ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କଣ କଣ ରହିଥିଲା। ଏହାକୁ ନେଇ ଦୀର୍ଘ ବର୍ଷ ହେଲା କୌତୁହଳ ଲାଗିରହିଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢେ ୭ ଘଣ୍ଟା ସମୟ ଲାଗିଥିଲା। ସକାଳ ୯ଟା ୫୧ରେ ରତ୍ନଭଣ୍ଡାରକୁ ପ୍ରବେଶ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବିଚ୍ଛିନ୍ନ ହେଲା କାଲିମେଳା

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବର୍ଷା ଜଳରେ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସେପଟେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଏକାକାର ହୋଇଛି ନଦୀ, ନାଳ, ରାସ୍ତା ଓ ପୋଲ । ଏହାର ପ୍ରଭାବରେ ମାଲକାନଗିରି ମୋଟୁ…

ଆହୁରି ୩ ଦିନ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଶୁକ୍ରବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏହି ଲଘୁଚାପ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୦ କି.ମି ଏବଂ ଗୋପାଳପୁର ପାରାଦ୍ବୀପଠାରୁ ୯୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଯାହା ଘଣ୍ଟା ପ୍ରତି ୭ କି.ମି ବେଗରେ ପଶ୍ଚିମ- ଉତ୍ତର…

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

କଟକ: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି କମଳା ପୂଜାରୀ । ତେବେ ବାର୍ଦ୍ଧକ୍ୟତା କାରଣରୁ ଅନେକ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହୁନଥିଲା । ଏହାସହିତ ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ରହିଥିଲା । ତେବେ ଗତ…

ନବୀନ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ଅଧ୍ୟକ୍ଷ; ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼ିବାକୁ ପରାମର୍ଶ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ବିଜେଡିର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ୯ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା…

୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଧର୍ମଗଡ଼: ୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦୀନେଶ ରାଉତ ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଛନ୍ତି।‌ ନିଜ କାର୍‌ରେ ଟଙ୍କା ନେଇ ଯାଉଥିଲା ବେଳେ ପିଛା କରି ଧରିଲା…

କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍‌ ପାଣି, ମାଲକାନଗିରିରୁ କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ବୁଡ଼ିଲା ପୋଲ। ମାଲକାନଗିରିରୁ କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ। ଲଘୁଚାପ ବର୍ଷା ପାଇଁ କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍‌ ପାଣି। କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ। ଏମ୍‌ଭି ୯୦ ଓ ଏମ୍‌ଭି-୯୬ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହୋଇଛି।…

ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଭୁବନେଶ୍ୱର: ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ। ରାଜ୍ୟରେ ଯେଉଁମାନେ ଅଳିଆ ଗଦା କରିଛନ୍ତି ସେମାନଙ୍କୁ ଜେଲରେ ପୂରାଯିବ ବୋଲି ଭର୍ତ୍ତୃହରି କହିବା ପରେ ଅଳିଆ କିଏ, ତାଙ୍କ ଦଳରେ ଅଳିଆ ଅଛନ୍ତି ନା ଆମ ଦଳରେ ଅଛନ୍ତି ବୋଲି ପଚାରିଛନ୍ତି ବିଜେଡି ସାଂସଦ ଦେବାଶିଷ।…

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ, ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ବଡ଼ ଦାୟିତ୍ବ। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ହେଲେ ନିଯୁକ୍ତି। ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଆଇନ ବିଭାଗ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ…