Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏ ସୋମବାର ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ । ତେବେ…

୨୫ ଯାଏଁ ବର୍ଷିବ, ମାଲକାନଗିରିକୁ ଆଲର୍ଟ ଜାରି

ଭୁବନେଶ୍ବର: ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ତେବେ ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ…

ସୁଧୁରୁଛି ମାଲକାନଗିରି ସ୍ଥିତି, ବନ୍ୟାର ନାହିଁ ଆଶଙ୍କା

ଭୁବନେଶ୍ବର: ଏବେ ରାଜ୍ୟର ଅନେକ ସ୍ଥାନରେ ଲଘୁଚାପ କାରଣରୁ ବର୍ଷା ଲାଗିରହିଛି । ଯାହା ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଭଳି ଅନୁଭୂତ ହେଉଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଗତକାଲି ଅପେକ୍ଷା ଜଳସ୍ତର କମିଥିଲେ ମଧ୍ୟ ଏହାର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ…

ପିଏମ୍ ପୋଷଣ ଯୋଜନାରେ ଓଡିଶାରେ ସ୍କୁଲ ଗୁଡ଼ିକରେ ଆରମ୍ଭ ହେବ ‘ତିଥି ଭୋଜନ’

ଭୁବନେଶ୍ୱର: କେନ୍ଦ୍ରର ପିଏମ୍ ପୋଷଣ ଯୋଜନାରେ ବିଦ୍ୟାଳୟ ଗୁଡ଼ିକରେ 'ତିଥି ଭୋଜନ' କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ…

ଦଳକୁ ନୂଆ ଦାୟିତ୍ୱ ମିଳିଛି, ଲୋକଙ୍କ ସ୍ୱାର୍ଥରେ ବିଜେଡି କାମ କରିବ: ନବୀନ

ଭୁବନେଶ୍ୱର: ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଜୁ ଜନତା ଦଳ ବିଧାୟକ ଦଳ (ବିଜେଡି) ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ…

ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନ ପାଇଲେ ଓଡିଶାର ଶରତ ଚନ୍ଦ୍ର ଦାଶ

ଭୁବନେଶ୍ୱର: ନୟାଗଡ଼ର ଲେଫ୍ଟନାଣ୍ଟ ଜେନେରାଲ ତଥା ପୂର୍ବତନ ସେନା ଡା. ଶରତ ଚନ୍ଦ୍ର ଦାଶ ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଏହି ସମ୍ମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା…

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତା ବୃଦ୍ଧି ପାଇଁ ପ୍ରତିଦିନ ସ୍କୁଲରେ ହେବ ୧୦ ମିନିଟର ଯୋଗ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଦୈନିକ ୧୦ ମିନିଟର ଯୋଗ କ୍ଲାସ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।…

ଡେଲିଭର ବୟର ପରିଚୟ ଦେଇ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗୁଳି ପାଟଣା ସାହିରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ଡେଲିଭରି ବୟ ପରିଚୟ ଦେଇ ଏକ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଭୟଭୀତ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଶନିବାର ଏହି ଘଟଣା…

ବିଜେଡି କ୍ଷମତାରେ ଥିବା ବେଳେ ୫-ଟି ଯୋଜନା ନାଁରେ ବ୍ୟାପକ ଦୁର୍ନୀତି କରିଛି: ବିଜେପି

ପୁରୀ: ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସରକାର ୫-ଟି ଯୋଜନା ନାଁରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ଆଣିଛି ବିଜେପି। ସରକାରକୁ ଆସିବା ପରେ ଶନିବାର ପୁରୀରେ ଅନୁଷ୍ଠିତ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଏହି ସବୁ ପ୍ରସଙ୍ଗକୁ ନେଇ ଏକ ରାଜନୈତିକ ସଂକଳ୍ପ…