Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି କ୍ଷମତାରେ ଥିବା ବେଳେ ୫-ଟି ଯୋଜନା ନାଁରେ ବ୍ୟାପକ ଦୁର୍ନୀତି କରିଛି: ବିଜେପି

ପୁରୀ: ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସରକାର ୫-ଟି ଯୋଜନା ନାଁରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ଆଣିଛି ବିଜେପି। ସରକାରକୁ ଆସିବା ପରେ ଶନିବାର ପୁରୀରେ ଅନୁଷ୍ଠିତ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଏହି ସବୁ ପ୍ରସଙ୍ଗକୁ ନେଇ ଏକ ରାଜନୈତିକ ସଂକଳ୍ପ…

ରାସ୍ତାରେ `ଶଙ୍ଖ ଭବନ’ ରାଜନୀତି

ଭୁବନେଶ୍ୱର: ଶଙ୍ଖଭବନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ବିଜେଡି ଦଳୀୟ କାର୍ଯ୍ୟାଳୟ ରାସ୍ତା ଉପରେ ରହିଥିବା ଅଭିଯୋଗ। ଶଙ୍ଖଭବନ ରହିଥିବା ପ୍ଲଟର କିସମ ସଡକ ରହିଥିଲେ ବି ଏହାକୁ ବଦଳାଯାଇ ଘରବାଡି କରି ନିର୍ମାଣ କାର୍ଯ୍ୟ କରାଯାଇଥିବା ତଥ୍ୟ ସାମନାକୁ ଆସିଥିଲା। ଅଭିଯୋଗର ତଦନ୍ତ ହେବ ବୋଲି…

ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଅନୁଷ୍ଠାନ 

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ…

ଗୁଣି ଗାରେଡିର କରୁଣ ପରିଣତି; ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

ସମ୍ବଲପୁର: ଗୁଣି ଗାରେଡିର କରୁଣ ପରିଣତି।ଡାକ୍ତରମାନେ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ଆଉ ୭ଟି ଛୁଞ୍ଚି ବାହାର କରିଛନ୍ତି। ଗତକାଲି ତାଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରାଯାଇଥିଲା। ବୁର୍ଲା ଭୀମସାରେ ୧୦ ଜଣିଆ ଡାକ୍ତରୀ ଟିମ୍ ପକ୍ଷରୁ ଏହି ଅସ୍ତ୍ରୋପଚାର କରାଯାଇଛି। ତେବେ ଏହି…

ଜଳବନ୍ଦୀ ମାଲକାନଗିରି; ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ମୋଟୁ ଜାତୀୟ ରାଜପଥ-୩୨୬ ଜଳମଗ୍ନ ହୋଇ ରାସ୍ତା ଅବରୋଧ ହୋଇଛି। ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।…

ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଜାରି ରହିଛି। ମାଲକାନଗିରିରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଛି। ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ଅଞ୍ଚଳରେ ଘରେ ମଧ୍ୟ ପାଣି ପଶିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର…

ପ୍ରକାଶ ପାଇଲା +୨ କର୍ଟ ଅଫ୍ ମାର୍କ

କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ…

ଦିନକ ପରେ ବିଧାନସଭା, ଚାଲିଛି ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଶାସନରେ ପ୍ରଥମ ବିଧାନସଭା । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚାଲିଛି ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତି  । ତେବେ ଶାସକ ଦଳ ଭାବରେ ପ୍ରଥମ ଥର ପାଇଁ ବିଧାନସଭାରେ ବିଭିନ୍ନ…

ବଦଳିଲା କ୍ରୀଡା ପୁରସ୍କାର ନାଁ, ହଟିଲା ବିଜୁ ବାବୁଙ୍କ ନାମ, ଜାଣନ୍ତୁ ନୂଆ ନାଁ କ’ଣ?…

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରର ବଦଳିଲା ନାଁ । ହଟିଲା ବିଜୁ ପଟ୍ଟନାୟକଙ୍କ ନାମ । ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ । ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ…

ସରପଞ୍ଚଙ୍କୁ ଅଧାରାସ୍ତାରେ ମାଡିବସିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଡିଲେ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତଙ୍କୁ ରାସ୍ତା ଉପରୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ଏହାସହିତ ତାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ସହିତ ତାଙ୍କ ବୋଲେରୋ ଜବତ…