Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ, ଜଳିଲା ଆଇସିୟୁ ଡ୍ୟୁଟି ରୁମ

ବାରିପଦା: ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ। ବାରିପଦାରେ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ। ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲରେ ନିଆଁ ଲାଗିଛି। ଆଜି ଭୋର୍ ସମୟରେ ଦ୍ବିତୀୟ ମହଲାର ଆଇସିୟୁ (ICU) ଡ୍ୟୁଟି ରୁମରେ ନିଆଁ ଲାଗିଥିବା ସୂଚନା ରହିଛି। ଏସିରୁ ନିଆଁ ଲାଗିଥିବା…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର,…

ଆଜି ବାହୁଡିବେ ମହାପ୍ରଭୁ: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା

ପୁରୀ: ଲକ୍ଷ୍ମୀସାଆନ୍ତାଣି ଗୁଣ୍ଡିଚାଘରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡ଼ଦେଉଳକୁ ଫେରିବାକୁ ମନ କରିଛନ୍ତି କାଳିଆସାଆନ୍ତେ। ଦଶମୀ ତିଥିରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଯିବେ। ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି…

ହସ୍ପିଟାଲରେ ଅଗ୍ନି ସୁରକ୍ଷା ଅଡିଟ୍ ପାଇଁ ଟାସ୍କଫୋର୍ସ ଗଠନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଏବେ ଏହିପରି ଘଟଣାର ଯେପରି ପୁନରାବୃତି ନହୁଏ ଏଥିପ୍ରତି ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ସମସ୍ତ ମହାନଗର ନିଗମ ଓ ଜିଲ୍ଲାରେ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

୬ ଜଣ ଓଏଏସ୍ ଅଫିସରଙ୍କୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୬ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରି ସେମାନଙ୍କୁ ବ୍ୟକ୍ତିଗତ ସଚିବ ଓ ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏଏସଡି ଭାବେ ନିଯୁକ୍ତି ଦେଇଛନ୍ତି। ରବିବାର ଘୋଷଣା କରାଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ବରିଷ୍ଠ…

ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦ୍ୟୁତ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମ ଅଧିନରେ ଥିବା ସ୍ୱାସ୍ଥ୍ୟାନୁଷ୍ଠାନ…

ଉଚ୍ଚଶିକ୍ଷାରେ ଏସସି/ଏସଟି ସଂରକ୍ଷଣ ସଂଶୋଧନ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି (ଏସ୍ ଟି)ଙ୍କ ପାଇଁ ସଂଶୋଧିତ ସଂରକ୍ଷଣ କୋଟା ଲାଗୁ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଦାବି କରିଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହି…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା 'ତ୍ରିଶା' ହସ୍ପିଟାଲ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 'ତ୍ରିଶା' ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର। ଗତକାଲି କଟକ 'ତ୍ରିଶା' ହସ୍ପିଟାଲରେ ନିଆଁ ଲାଗିଥିଲା। ଯାଞ୍ଚ ପ୍ରକ୍ରିୟା ଜାରି ଥିବାରୁ…

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ଆଜି ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ହେଲେ ଭିତର ରତ୍ନଭଣ୍ଡାର ଖୋଲାଯାଇନି। ଆଉ ଦିନେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଖୋଲାଯିବ…

ଗୋଟିଏ ରାତିରେ ୧୫ଟି ଘରୁ ଚୋରି, ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ୍

ସୁନ୍ଦରଗଡ଼: ଗୋଟିଏ ରାତିରେ ୧୫ଟି ଘରୁ ଚୋରି। ରାତାରାତି ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟି ନେଲେ ଲୁଟେରା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ। ଏହି କଲୋନୀରେ ହୋଇଛି ବଡ଼ ଧରଣର ଚୋରି। ଗୋଟିଏ ରାତିରେ କଲୋନୀର ୧୫ଟି ଘରୁ ପାଖାପାଖି ୪୦…