Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରେ ୪ ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲା ଏନଏମଏ ଟିମ୍

ପୁରୀ: ପୁରୀରେ ଏନଏମଏ ଟିମ୍ ।  ଆଜି (ଗୁରୁବାର) ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ମଧ୍ୟରେ ଥିବା ୪ ଟି ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲେ ଏନଏମଏ (NMA)ର ସ୍ୱତନ୍ତ୍ର ଅଧିକାରୀ । ଏହି ତଦାରଖ ଟିମ୍ ରେ ରହିଛନ୍ତି ଏନଏମଏର ପ୍ରତିନିଧି ସଂସ୍କୃତି ନିର୍ଦ୍ଦେଶକ ଦୀଲିପ…

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କ ମନମୋହୁଛି ଗୁଦଗୁଦା ଜଳପ୍ରପାତ

ସମ୍ବଲପୁର: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ…

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ…

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ, ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା । ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଯୋଡି ହୋଇ ୪୫ ଟି ଲକ୍ଷ୍ମୀବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ସଚିବ ଭିକେ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବନ୍ଧାହେଲେ ରସିକିଆ ଇଂରାଜୀ ଶିକ୍ଷକ

ସମ୍ବଲପୁର : ଥମୁନି ଲଜ୍ଜା  । ପୁଣି ସମ୍ବଲପୁରରୁ ଆସିଛି ଲଜ୍ଜାଜନକ ଘଟଣା  । ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ଏନେଇ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପରେ…

ଧରା ପଡିଲେ ସୁନୀଲ ପାଢୀ, ଭିଜିଲାନ୍ସ ରେଡ ବେଳେ ଛାତରୁ ଡେଇଁ ମାରିଥିଲେ ଚମ୍ପଟ

ଭୁବନେଶ୍ଵର: ଧରାପଡ଼ିଲେ ଛାତରୁ ଡେଇଁ ଚମ୍ପଟ ମାରିଥିବା ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ । ଆଜି ରାତି ୪ଟାରେ ଭୁବନେଶ୍ଵରସ୍ଥିତ ଜାଗମରା ଘରେ ଭିଜିଲାନ୍ସ ରେଡ୍‌ ବେଳେ ପଡ଼ୋଶୀ ଘର ଛାତରୁ ଡେଇଁ ଚମ୍ପଟ ମାରିଥିଲେ ସୁନୀଲ । ସୂଚନା ଅନୁସାରେ, ଭୁବନେଶ୍ୱର…

୩ରେ ବାତ୍ୟା ,୪ରେ ଉପକୂଳ ଛୁଇଁବ !

ଭୁବନେଶ୍ବର :  ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ଆଶଙ୍କା କରାଯାଉଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି…

ପୁଣି ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ, ଦେଶର ପ୍ରଥମ ମହିଳା ଏଡିସି ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ

ଭୁବନେଶ୍ଵର: ଦେଶର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ବୁଧବାର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କ୍ବାର୍ଡନ ଲିଡର ମନୀଷା ପାଢୀଙ୍କୁ ଏଡିସି…

ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ସମ୍ବଲପୁର: ଟ୍ରାକରୁ ଖସିଲା ଜମ୍ମୁ ତଓ୍ବି ଏକ୍ସପ୍ରେସ୍ ଟ୍ରେନ୍ । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ…