Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର : ୩ ଜିଲ୍ଲାରେ ଅତିପ୍ରବଳ ବର୍ଷିବ !

ଭୁବନେଶ୍ବର : ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ୧୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ  । ଏହାର ପ୍ରଭାବରେ ୧୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ…

ଉତ୍ତରକାଶୀ ଟନେଲ ଟ୍ରାଜେଡି, ମିଳିଲା ଫସିଥିବା ଓଡିଆ ଶ୍ରମିକଙ୍କ ପରିଚୟ

ମୟୁରଭଞ୍ଜ: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୩ ଶ୍ରମିକଙ୍କ ପରିଚୟ ମିଳିଛି । ଟନେଲ ଭିତରେ ମୟୁରଭଞ୍ଜର ୩ ଜଣ ଯୁବକ ଫଶି ରହିଛନ୍ତି । ସେମାନେ ହେଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାୟକ, ବେଡ଼ାକୁଦ ଗ୍ରାମର ଧୀରେନ ନାୟକ ଓ…

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ହୁତୁହୁତୁ ହୋଇ କୋଚଟି ଜଳୁଥିବା ବେଳେ…

ନୂଆବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି  । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି । ବର୍ତ୍ତମାନ ଲୋକଙ୍କୁ ଏ ନେଇ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…

୧୮ ଘଣ୍ଟା ମୃତ୍ୟୁ ସହ ଲଢିଲେ, ବୋରୱେଲରୁ ବାହାରକୁ ଆସିବା ପରେ ଆଖି ବୁଜିଲେ ବୃଦ୍ଧା

ସୋନପୁର: ସୋନପୁର କଇଁଫୁଲ ଗାଁରେ ୨୦ଫୁଟ ବୋରୱେଲରୁ ଉଦ୍ଧାର କରାଯାଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ।  ଏନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋରୱେଲରୁ ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।…

ଦୁଇ ଭାଇଙ୍କ ଉପରେ ଚଢିଗଲା ଲୁହାବୋଝେଇ ଟ୍ରକ : ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥରେ ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଯଦୁପୁର ଗୋଡା ନିକଟରେ ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଟ୍ରକ ଚଢିଯାଇଛି  । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି…

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ତୃତୀୟ ଦିନ । ଗତକାଲି ମହାକାଳୀ ବେଶୀରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ରାଜରାଜେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏଇ ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ…

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ପତ୍ନୀ: ଅନାଥ ହୋଇଗଲେ ଦୁଇ ନାବାଳିକା

ଖୋର୍ଦ୍ଧା: ଦୀପାବଳିର ବାଣ,ଆଲୁଅ ସାରା ଦେଶକୁ ଆଲୋକିତ କରୁଥିଲା । ହେଲେ ଏଠି  ଲିଭି ଯାଇଥିଲା ଦୁଇ ଦୁଇଟି ଜୀବନ ଦୀପ । ହାତ ଧରାଧରି ହୋଇ ଚାଲି ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ଏକାଠି ଜିଇଁବା..ଏକାଠି ମରିବାର ପ୍ରତିଶ୍ରୁତି ରଖି ସାଥୀ ହୋଇ ଚାଲିଗଲେ । ହେଲେ ଅନାଥ ହୋଇଗଲେ ଦୁଇ ଝିଅ । ଏ…

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା…

୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୋନପୁର: ସୋନପୁର କଇଁଫୁଲ ଗାଁରେ ଅଘଟଣ । ୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…