Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ…

ଝିଅ ପ୍ରେମିକ ସହ ପଳାଇବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା କରିଦେଲେ

କଟକ: ଜୀବିତ ଝିଅ ପାୟଲ ମହାପାତ୍ରର  ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ପରିବାର। ପାୟଲ ତାଙ୍କ ଟ୍ୟୁସନ ଶିକ୍ଷକ ଆକାଶଙ୍କ ସହ ପଳାଇବା ପରେ ଅସନ୍ତୋଷ ପ୍ରକାଶ କରି ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତାଙ୍କ ପରିବାର। କଟକ ଭଦ୍ରଶ୍ବେର ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।…

କିଟ୍ ଓ କିସ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍ ପବ୍ଲିକ ସ୍କୁଲ୍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର…

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ବାଲେଶ୍ବର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ । ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଦୁଷ୍କର୍ମ ପୀଡ଼ିତା  ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ । ପୋଲିସର ସୂଚନାନୂସାରେ,…

ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଓଏଚଆରସିର ନୋଟିସ୍‌, ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲାରେ ଓଏଚଆରସିଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ସିଡିଏମ୍‌ଓଙ୍କୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସରକାରୀ…

‘ନବୀନଙ୍କ ଦୃରଦୃଷ୍ଟିକୁ ରୂପାନ୍ତରଣ କରୁଛନ୍ତି ପାଣ୍ଡିଆନ୍, ଯାହା ପୁଅ କରିପାରିବନି ତାହା ଶିଷ୍ୟ କରୁଛି’

ଯାଜପୁର: ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଏବେର 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ିରେ କେବେ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପରେ ଦୁଇ ନମ୍ବର ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଯେଉଁଭଳି ଭାବେ ତାଙ୍କୁ ପ୍ରଶଂସା କରିଛନ୍ତି ତାକୁ ନେଇ…

ଗଞ୍ଜାମରେ ଦମ୍ପତିଙ୍କୁ ଆକ୍ରମଣ ସହ ଲୁଟ, ସୁନା ଚେନ ସହ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର-ଦଶପଲା ରାସ୍ତାରେ ଦମ୍ପତିଙ୍କୁ ଲୁଟ ଅଭିଯୋଗ । କିଛି ଦୁର୍ବୁତ୍ତ ବାଇକରେ ଆସି ଆକ୍ରମଣ କରିବା ସହ ଦମ୍ପତ୍ତିଙ୍କ ଠାରୁ ଟଙ୍କା, ମୋବାଇଲ ଓ ସୁନା ଚେନ ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଥିବା ଦମ୍ପତ୍ତି ଗରୁଡ ପଥର ଗାଁର ସୁଶାନ୍ତ ସେଠୀ ଏବଂ ତାଙ୍କ…

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଚର୍ଚ୍ଚା, ସରଗରମ ହେଲା ଗଞ୍ଜାମ ରାଜନୀତି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗଞ୍ଜାମ ଜିଲ୍ଲା ରାଜନୀତି ସରଗରମ ହୋଇଛି। ନିକଟରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ଏହି ନେତା ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବରେ…

ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଭେଟିଲେ ବିଜେପି-କଂଗ୍ରେସ ଟିମ

ନବରଙ୍ଗପୁର: ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରିଛି କଂଗ୍ରେସ ର ଟିମ ।  ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ମହିଳା ପ୍ରତିନିଧି  ଟିମ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପୀଡିତାଙ୍କୁ ଭେଟିଥିଲେ ।…

ବାରହା ଧରିବାକୁ ବସାଇଥିବା ଜାଲରେ କିଭଳି ହାତୀ ପଡି ପ୍ରାଣ ହରାଇଥିଲା, ଅଭିଯୁକ୍ତ ଖୋଲିଲେ ଗୁମର

କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ। ଜିଲ୍ଲାର ତେଲକୋଇ ରେଞ୍ଜ ଅନ୍ତର୍ଗତ ସାଲିକିନା ଗ୍ରାମର ଗଦିମେରା ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଜଙ୍ଗଲୀ ବାରହାକୁ ମାରିବା ପାଇଁ ୧୧ କେଭି ଲାଇନରେ ହୁକ ସହିତ…