Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛତିଶା ନିଯୋଗ ବୈଠକ: କାର୍ତ୍ତିକ ନୀତି ଚୂଡ଼ାନ୍ତ, ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ

ପୁରୀ: ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହାସହ ବୈଠକରେ ମନ୍ଦିରରେ…

ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଜନ ସମାବେଶ, ଚାରିଦ୍ୱାର ଖୋଲିବାକୁ ଦେଲେ ଚେତାବନୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଆଦି ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ…

ସୁସ୍ମିତା ମିଞ୍ଜ ମାମଲାରେ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ତଦନ୍ତ ପରିସରଭୁକ୍ତ ହେବେ: ଏସପି

ସୁନ୍ଦରଗଡ: ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କାହାରିକୁ ଛଡ଼ାଯିବ ନାହିଁ, ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ। ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ଏକ ପୋଖରୀରୁ…

ବିଜେପି ସହ ଯୋଗାଯୋଗରେ ବିଜେଡି ବିଧାୟକ? ଜୟନାରାୟଣ ମିଶ୍ରଙ୍କ ଦାବିକୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ଜିଲ୍ଲା ସଭାପତି ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବାପରେ ବିଜେପିରେ ଯୋଗ ଦେବାକୁ ଇଚ୍ଛୁକ ଥିଲେ। ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏଭଳି ଦାବି କରିବା ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଶିବିର ସହ…

ଦିଗପହଣ୍ଡି ରାଜନୀତିରେ ତନ୍ତ୍ର ପ୍ରୟୋଗ କୌଶଳ, ନିର୍ବାଚନ ଆସନ୍ନ ବେଳେ ବଢ଼ାଇଲା ନୂଆ ଚର୍ଚ୍ଚା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜନୀତିରେ କଳାଯାଦୁ ବା ତନ୍ତ୍ର ପ୍ରୟୋଗ ଅଭିଯୋଗରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସ୍ବର୍ଗତ ବିଧାୟକ ସୂର୍ଯ୍ଯ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ତାଙ୍କ ସହଯୋଗୀ ସିମାଦ୍ରି ପାତ୍ର…

ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ ପାଇଁ ଚେତାବନୀ ଦେଲା ଏକ ନମ୍ବର ହାଟ ବ୍ଯବସାୟୀ ସଂଘ

ଭୁବନେଶ୍ବର: ରାସ୍ତା ଅବରୋଧ ଯୋଗୁଁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏକ ନମ୍ବର ମାର୍କେଟ୍କୁ ଯାଉଥିବା ଦୁଇଟି ଆପ୍ରୋଚ୍ ରୋଡ୍ ମଧ୍ୟରୁ ଗୋଟିଏରେ ଟ୍ରକ୍, ଟେମ୍ପୋ, ପରିବା ବୋଝେଇ ଅନ୍ୟ ଗାଡ଼ି ଚଳାଚଳ କରୁଥିବା ବେଳେ…

ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ

ସୁନ୍ଦରଗଡ: ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୁଲିସର ଜଣେ ଅବସରପ୍ରାପ୍ତ ଏଏସ୍ଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋଲିସ କେସ୍ ରେ ସହାୟତା କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି…

ଆଦିବାସୀଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀ ସମ୍ବଳ ଅଧିକାର ଯୋଗାଇବାରେ ଫେଲ ମାରିଛି ନୂଆପଡ଼ା

ନୂଆପଡ଼ା: ଜଙ୍ଗଲ ଜମି ଅଧିକାର ପାଇବାରୁ ବଞ୍ଚିତ ନୂଆପଡା ଜିଲ୍ଲାର ଆଦିବାସୀଙ୍କ ସହ ବନବାସୀ। ବନ ବିଭାଗ ସହ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାଵ ଓ ବୈମାତୃକ ମନୋଭାବ ଯୋଗୁଁ ସରକାରଙ୍କ ନୀତିନିୟମ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହୋଇ ଆସୁଛି। ବର୍ଷବର୍ଷ ଧରି ବାରମ୍ବାର ବନବାସୀ ଖଡ଼ିଆଳ ବିଧାୟକ…

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ…

୪୧ କେଜିରୁ ଅଧିକ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ଚୋରା ଚାଲାଣ ବେଳେ କମିଶନରେଟ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସୋମବାର ୪୧ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ଓସ୍କାର ସିଟି ରାସ୍ତାରେ ଏକ କାରକୁ ଅଟକାଇ ଭିତରୁ ୪୧ କେଜି ଓଜନର ଗଞ୍ଜେଇ ଜବତ କରିଥିଲା।…