Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୦ ଫୁଟ ତଳକୁ ଖସିଲା ଧାନ ବୋଝେଇ ପିକଅପ୍ ଭ୍ୟାନ୍, ଜଣେ ମୃତ

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି…

ରାତିରେ ଶୋଇଥିବାବେଳେ ପରିବା ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଡେ଼ଁଫୌଦା ଗାଁରେ ଅଭାବନୀୟ ଘଟଣା ଘଟିଛି  ।  ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି  । ମୃତକ ବାଇଧର ସାସମାଲ ବୋଲି ଜଣାପଡିଛି । ବାଇଧର ପେଶାରେ ଜଣେ ପରିବା ବ୍ୟବସାୟୀ । ହାଟରେ ପରିବା ବିକ୍ରି କରି ସେ…

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ

ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରିଲା । ଚାରିଦ୍ୱାର ଖୋଲିବାକୁ ପୁରୀରେ ପ୍ରତିବାଦ କଲା କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ପୁରୀରେ ଏକାଠି ହୋଇଛନ୍ତି । କାର୍ତ୍ତିକ…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରେଶନ ହ୍ଵାଇଟ ସ୍ପାଇଡର ଉପରେ STF ର ଜିରୋ ଟଲେରାନ୍ସ । ବ୍ରାଉନସୁଗାର କାରବାରରେ ଆଜି ଜଣଙ୍କୁ ଗିରଫ କରିଛି ଏସଟିଏଫ । କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ…

ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ

କଟକ: ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା…

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି ।  ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ।  ଯୁଧିଷ୍ଠିର ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି  । ମୃତକ ବରଗଡ଼ ଜିଲ୍ଲା…

ନଷ୍ଟ ହୋଇଗଲା ଫସଲ, ଚିନ୍ତାରେ ବିଷ ପିଇଲେ ଚାଷୀ

ଯାଜପୁର: ଫସଲ ନଷ୍ଟ ହେବା କାରଣରୁ ଚିନ୍ତାରେ ପଡିଲେ ଚାଷୀ । କୌଣସି ବାଟ ନ ପାଇ ଶେଷରେ ନେଲେ ଚରମ ନିଷ୍ପତି । ବିଲ ମଝିରେ ବିଷ ପିଇ କଲେ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଜବାଟି ମୌଜାରେ । ସୂଚନା ଅନୁସାରେ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ତାଙ୍କ…