Latest Odisha News

BREAKING NEWS

Browsing Category

ଓଡିଶା

Odisha

୫୮ଟି ସବ-ଡିଭିଜନରେ ହେବ କୋଲ୍ଡ ଷ୍ଟୋର୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମ‌ୋହନ ମାଝି। ପିଏମ. କିସାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ…

କାଲିଠୁ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ ୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ସ୍ଥାନରେ ୟେଲୋ…

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି…

ଦୁବାଇରେ ଫସିଛନ୍ତି ୮ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର: ଦୁବାଇରେ ଫସିଛନ୍ତି ୮ ଓଡିଆ। ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ସ‌େ।…

ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ସ୍ଵତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ…

ବଡ ଘରର ବଡ଼ ଗୁମର କଥା: କୋର୍ଟରେ ହାଜର ହେଲେନି ଶଶି ବେହେରା

ବାଙ୍କୀ: ଏଥର ବି କୋର୍ଟରେ ହାଜର ହେଲେନି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର…

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।…

୯ରେ ନିଆଯିବ ନିଷ୍ପତି, ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ: ଜଷ୍ଟିସ ରଥ

ପୁରୀ: ଶେଷ ହେଇଛି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ବସିଥିବା ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା କମିଟିର ବୈଠକ । ବୈଠକ ପରେ ଗଣମାଧ୍ୟମକୁ…

ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (JE) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର…