Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ,କାରଣ ଅସ୍ପଷ୍ଟ

ବାଲେଶ୍ୱର: ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା । ଏକ ବନ୍ଦ ଘରେ ଭିତରେ ପତି ପତ୍ନୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ଦମ୍ପତ୍ତି ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ…

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବିଜେପି କର୍ମୀ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତାତିଲେ ବିଜେପି କର୍ମୀ । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିଧାୟକଙ୍କୁ ଛାଡିବା ପାଇଁ ଦାବି ରଖିଲେ । ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ହୋ ହାଲ୍ଲା…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପୁଣି ଉଡ଼ିଲା ଡ୍ରୋନ୍, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ପୁରୀ: ପୁଣି ପଦାରେ ପଡ଼ିଛି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶସ୍ତ ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍। ଏହି ଘଟଣାରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ…

‘ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର’

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ନେଇ ପରସ୍ପରଙ୍କୁ ଆରୋପ ଲଗାଉଛନ୍ତି ।ସେହିପରି ଆଜି ପ୍ରେସମିଟ କରି ବିଜେପି ଚାଷୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି ବିଜେଡି ।ଚାଷୀଙ୍କୁ ଧୋକା…

ପୁଅର ଚିକିତ୍ସା ପାଇଁ ଆଣିଥିବା ୬୦ ହଜାର ଟଙ୍କା ମୋ ବସ୍‌ରୁ ଚୋରି

ଭୁବନେଶ୍ୱର: ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବା ବ୍ୟକ୍ତିଙ୍କ ଟଙ୍କା ଲୁଟ୍। ପୁଅର ଚିକିତ୍ସା ପାଇଁ ନେଉଥିବା ୬୦ ହଜାର ଟଙ୍କାକୁ ଚୋରି ନେଲେ ଦୁର୍ବୃତ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଗଞ୍ଜାମରୁ ଆସି ଭୁବନେଶ୍ୱରରେ…

ଭିଜିଲାନ୍ସ ଜାଲରେ ପିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ । ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ କାଗଜପତ୍ର କାମ ପାଇଁ  ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ…

ରାଜଧାନୀରେ ବୋମାମାଡ, ଦୁର୍ବୃତ୍ତ ଫେରାର

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବୋମାମାଡ । ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡରେ କେହି ଆହତ ହୋଇନଥିବା ବେଳେ ଏକ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ବରମୁଣ୍ଡା ନିକଟରେ ଏଭଳି…

ନିର୍ବାଚନ ପରବର୍ତ୍ତୀ ହିଂସା: ଦୁଇ ଗୋଷ୍ଠୀ ପିଟାପିଟି, ୬ରୁ ଅଧିକ ଆହତ

କଟକ: ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ୬ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,…

କନଷ୍ଟେବଳଙ୍କୁ ମାଡ଼ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ଘଟଣା: ଜଣଙ୍କୁ କାବୁ କଲା ପୋଲିସ

କୋରାପୁଟ: ଥାନା ଭିତରେ ପୋଲିସ କନଷ୍ଟେବଳକୁ ଆକ୍ରମଣ କରି ଫେରାର ମାରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହେଲା ପୋଲିସ । କୋରାପୁଟ ନନ୍ଦପୁର ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। କନଷ୍ଟେବଳଙ୍କୁ ମାଡ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଭଣଜା ଓ…

ନିମାପଡ଼ାରେ ରାଜନୈତିକ ହିଂସା: ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ, ଥାନା ଆଗରେ ବିଜେପିର ଧାରଣା

ପୁରୀ: ନିମାପଡ଼ାରେ ରାଜନୈତିକ ହିଂସା । ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ । ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର…