Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ଦ୍ଧାରିତ ଦିନର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଅଧିବେଶନର ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବାର ପରଦିନ ଅର୍ଥାତ୍…

ବ୍ରହ୍ମପୁରରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ସୁନା ଓ ନଗଦ ଟଙ୍କା ଜବତ

ବ୍ରହ୍ମପୁର: ମଙ୍ଗଳବାର ଦିନ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଏକ ସଙ୍ଗଠିତ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ସୁନା ଋଣ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ଦୁଇ ସୁନା ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସୁନା ଓ ଟଙ୍କା ଜବତ…

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର…

ବିଜେବି କଲେଜର ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଗତ ସୋମବାର ୨ ଅକ୍ଟୋବର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର…

କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ରାୟଗଡା: ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବନ ବିଭାଗ। ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜରଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ…

କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ…

ଭଦ୍ରକ କୋର୍ଟର ନୂତନ ଜିଲ୍ଲା ଜଜ ଭାବେ ଦାୟିତ୍ଵ ନେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଭଦ୍ରକ: ଭଦ୍ରକ କୋର୍ଟରେ ନୂତନ ଜିଲ୍ଲା ଜଜ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ। ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜଜ ଭାବରେ କାର୍ଯ୍ୟ କରୁଥିଲେ। ଭଦ୍ରକର ଜିଲ୍ଲା ଜଜ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ସୂଚାରୁ ରୂପେ ତାଙ୍କର କାର୍ଯ୍ୟ ସମ୍ପାଦନା କରି କୋର୍ଟରେ ସମସ୍ତଙ୍କର…

ମୋଦୀ ସରକାର ବିରୋଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଗଣବିକ୍ଷୋଭ

ପୁରୀ: ଦୁଇ ବର୍ଷ ତଳେ ଆଜିର ଦିନରେ ଐତିହାସିକ କୃଷକ ଆନ୍ଦୋଳନରେ  ଲଷ୍ମୀପୁର ଖେରିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଗାଡି ଚଢାଇ କୃଷକମାନଙ୍କୁ ଗଣହତ୍ୟା କଲେ। ମୋଦୀ ସରକାର ଅଧ୍ୟବଧି ମନ୍ତ୍ରୀଙ୍କୁ ବରଖାସ୍ତ କଲେନି। କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ…

ଟୁଇନ୍ ସିଟି ସମେତ ୨୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ୨୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି । ଟୁଇନ ସିଟିକୁ ମିଶାଇ ରାଜ୍ୟର ୨୬ ଜିଲ୍ଲା ପାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମଙ୍ଗଳବାର ସନ୍ଧ୍ୟା ୭ଟା ୧୫ ଯାଏ ଏହି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ସୂଚନା…