Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ମଙ୍ଗନ କାଲି ବାହାଘର, ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ

ଭୁବନେଶ୍ଵର: ଆଜି ମଙ୍ଗନ କାଲି ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ । ମଙ୍ଗଳକୃତ୍ୟର ସମସ୍ତ ନୀତି ଆଜି ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ଜୁନ ୧୦ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ…

ଧରାପଡ଼ିଲା ଆତଙ୍କ ଖେଳାଇଥିବା ବାଘ

ବାଲେଶ୍ଵର: ଧରା ପଡିଲା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ । ଦୀର୍ଘ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନବିଭାଗ ହାତରେ ଧରାପଡ଼ିଲା ବାଘ । ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍, ଔପଦା, ରେମୁଣା, କୁପାରୀ ସୋର ଓ ଶିମିଳିପାଳ ବନ ବିଭାଗ ବାଘକୁ ଧରିବାରେ…

ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଏସ୍‌ସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ମେ ୨୯ରେ ଅସୁସ୍ଥ ହୋଇ ଏସସିବିର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ । ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ…

ଓଡିଶାର ପ୍ରଥମ ମୁସଲିମ୍ ମହିଳା ବିଧାୟକ, ପେଶାରେ କିନ୍ତୁ ଇଞ୍ଜିନିୟର

କଟକ: ଇତିହାସ ରଚିଛନ୍ତି ଓଡିଶା ବାରବାଟୀ-କଟକ ଆସନର କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ । ପ୍ରଥମ ମୁସଲମାନ ମହିଳା ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୋଫିଆ । ସୋଫିଆ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ…

ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣା: ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଥାନାରେ ଏତଲା । ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏତଲାରେ ଉଲ୍ଲେଖ । ଲାଇଟ କଢ଼ାଯିବା ଘଟଣାରେ ଥାନାରେ ଏତଲା ଦେବାର କିଛି ସମୟ ପରେ ୪…

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ସୋରେ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ୟମ । ତେବେ ତାଳଚେରରୁ ଝାଡ଼ଖଣ୍ଡ ଯିବା ବେଳେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ, ଆଜି ତାଳଚେରରୁ ଝାଡଖଣ୍ଡ ଯାଉଥିବା…

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଆହତ ମହିଳା ଜଣଙ୍କ ହେଉଛନ୍ତି ସତ୍ୟଭାମା ନାୟକ…

ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ

ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ…

ମୋ ବସକୁ ଧକ୍କା ଦେଲା ଟ୍ରକ :୧୬ ଜଣ ଆହତ

କଟକ: ମୋ ବସ୍‌'କୁ ପଛରୁ ଧକ୍କା ଦେଇଛି ଟ୍ରକ । ଏଥିରେ ୧୬ ଗୁରୁତର ଆହତ ହୋଇଛନ୍ତି  । କଟକ ପ୍ରତାପନଗରୀ ଠାରେ ଜାତୀୟରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତ ହୋଇଥିବା ୧୬ ଜଣଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,  ମୋ ବସ୍ ଟି ପ୍ରତାପନଗରୀରେ ଯାତ୍ରୀଙ୍କୁ…

ଅରୁଣ ହେବେ ଉତ୍ତରାଧିକାରୀ !

ଭୁବନେଶ୍ବର: ନବୀନଙ୍କ ଉତ୍ତରାଧିକାରୀ ହେବେ କି ପୁତୁରା ଅରୁଣ ପଟ୍ଟନାୟକ? ଅରୁଣ ଓଡିଶା ଆସିଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଅରୁଣ ଓଡିଶା ଆସିଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୈତିକ ମାହୋଲ । ଶୁକ୍ରବାର ଅରୁଣ ପଟ୍ଟନାୟକ ଓଡିଶା ଆସିବା ନେଇ…