Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?

ଭୁବନେଶ୍ୱର: ରାଜ୍ୟରେ ବିଜେପି ୪୦ରୁ ୫୦ ଆସନ ପାଇଁ ନିର୍ବାଚନ ଲଢ଼ୁଛି। ଏହାପରେ ମହାରାଷ୍ଟ୍ର, କର୍ଣ୍ଣାଟକରେ ଯେଉଁଭଳି ଦଳରେ ବିଦ୍ରୋହ କରି କ୍ଷମତା ହାତେଇଥିଲା ଠିକ୍ ସେହିଭଲି ଓଡ଼ିଶାରେ ବିଜେଡି ସହ କରିପାରେ। ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ୍ ଏଭଳି ବୟାନ ଦେବା ପରେ ବିଜେପି…

କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?

ଭୁବନେଶ୍ୱର: ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ନେତାମାନେ ମଧ୍ୟ ୨୦୧୪ ଏବଂ ୨୦୧୯ରେ ପ୍ରଚାର କରିଥିଲେ ଏବଂ ନିର୍ବାଚନ ଫଳାଫଳ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଅଧିକ ବିଶ୍ୱାସ କରନ୍ତି ଏବଂ ଅତୀତରେ ସେମାନଙ୍କୁ କଡ଼ା…

୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ: ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ଆଜି (ବୁଧବାର) ରାତିରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ହଠାତ୍ ବିଦ୍ୟୁତ୍ ଚାଲିଯିବାରୁ ଶ୍ରୀମନ୍ଦିରରେ କାମ କରିନଥିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା । ଫଳରେ ଅନ୍ଧକାର ମଧ୍ୟରେ ଯାତାୟତ କରିଥିଲେ ଭକ୍ତ ମାନେ ।…

ପୁଅ ଦ୍ବିତୀୟ ବିବାହ କରୁଥିବା ଜାଣି କଲର ଭିଡି ଥାନାରେ ଜିମା ଦେଲେ ବାପା

ଭଦ୍ରକ: ଗୋଟିଏରେ ମନ ବୁଝୁନଥିଲା ଯେ ଦ୍ବିତୀୟ ଥର ବିବାହ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଏପରି ହେଉଥିବା ଜାଣି ବୃଦ୍ଧ ବାପା ପୁଅର କଲର ଭିଢି ଥାନାରେ ଆଣି ଜିମା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଏରତାଳ ଗ୍ରାମର…

‘ଲୋକଙ୍କ ସରକାର, ବିକାଶ ସରକାର ବିଜେପି’

ରାୟଗଡା: ଲୋକଙ୍କ ସରକାର, ବିକାଶର ସରକାର ହେଉଛି ବିଜେପି । ରାୟଗଡା ସହର ସ୍ଥିତ ଜିଆଇଏସିଆର ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଏପରି ବକ୍ତବ୍ୟରୁ ନିଜ ଅଭିଭାଷଣର ଆରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ…

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ…

ଖଣ୍ଡପଡାରେ କାହାପଟେ ସୌମ୍ୟ ?

ଭୁବନେଶ୍ବର: ଖଣ୍ଡପଡାରେ କାହାକୁ ସୌମ୍ୟଙ୍କ ଆଶୀର୍ବାଦ? ଅନୁଭବ ପଟ୍ଟନାୟକଙ୍କ ସାଥ୍ ଦେବେ ନା ସାବିତ୍ରୀଙ୍କୁ କହିବେ ବିଜୟୀ ଭବଃ ? ନା ବିଜେପିକୁ କରିବେ ସିକ୍ରେଟ ସପୋର୍ଟ ? କେଉଁ ଆଡକୁ ଢଳିବ ସୌମ୍ୟଙ୍କ ସମର୍ଥନ? ଖଣ୍ଡପଡାରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରଠୁ ତେଜିଛି…

ବଦଳିବ ବ୍ରହ୍ମପୁର ବାଜି !

ଭୁବନେଶ୍ବର : ବ୍ରହ୍ମପୁରରେ ବଡ଼ ଲଢେଇ। ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର । ସମ୍ମାନର ଲଢେଇରେ ବଦଳିବାରେ ଲାଗିଛି ସମୀକରଣ। ବ୍ରହ୍ମପୁରରେ ଫୁଟିବ ପଦ୍ମ ନା ପୁଣି ଶଙ୍ଖନାଦ? କିଏ ଛିଡାଇବ କାହାର ଲେଖା? ବଦଳିଛି ମୁହଁ, ବଦଳିବ କି ଫଳାଫଳ? କୁଆଡେ ଢଳୁଛନ୍ତି ବ୍ରହ୍ମପୁର ଭୋଟର?…

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି…

ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁନ୍ତି; ପୀତାମ୍ବର

ଭୁବନେଶ୍ବର:  ‘ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ତାଙ୍କର ବୁଲାବୁଲି’ -‘ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି’ ବିଜେଡିକୁ ବିଜେପି ଭାଙ୍ଗିବା ଚେଷ୍ଟା ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ଏମିତି କିଛି କହି କଡ଼ା…