Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ’… କନିଷିରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କଲେ ନବୀନ

ଗୋପାଳପୁର: ନିର୍ବାଚନକୁ ମାତ୍ର ଆଉ ଦିନ କେଇଟା ବାକି ଥିବା ବେଳେ ଜୋରସୋରରେ କମ୍ପୁଛି ପ୍ରଚାର ମଇଦାନ । ଏହାରିଭିତରେ ଗଞ୍ଜାମ ଜିଲ୍ଲା କନିଷିଠାରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି…

ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା  । ଏବେ ଏହି ତାତିରୁ ମିଳିବ  ଆଶ୍ୱସ୍ତି । ଗତକାଲି  କାଳବୈଶାଖୀ ବର୍ଷା  ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି  । ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏ…

ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଡାଉ, ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ଭୁବନେଶ୍ଵର: ଆଗକୁ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ସରକାରଙ୍କ ସମସ୍ତ ବିଭାଗ । ସ୍ଵଚ୍ଛ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହାରିଭିତରେ ଭୁବନେଶ୍ଵରର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଭୁବନେଶ୍ଵର ବୁଦ୍ଧେଶ୍ଵରୀ କଲୋନୀରେ ରହୁଥିବା ଜଣେ…

ଚମ୍ପଟ ରୋଗୀର ମୃତଦେହ ଉଦ୍ଧାର

ସୁନ୍ଦରଗଡ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତଦେହ ଡ୍ରେନ ପାର୍ଶ୍ୱରୁ ଉଦ୍ଧାର କରାଯାଇଛି । ଡିଡିଏମ୍ ଅଫିସ ନିକଟ ଡ୍ରେନ୍ ପାର୍ଶ୍ୱରୁ ରୋଗୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ,ମୃତ ରୋଗୀ ୩ ଦିନ ଧରି କୋଇଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କାଲି ଚିକିତ୍ସାଧୀନ ଅବସ୍ଥାରେ…

ନିର୍ବାଚନୀ ପ୍ରଚାର ପାଇଁ ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ଗୋପାଳପୁର ଓ ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ…

ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ

ଝାରସୁଗୁଡା:ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ । ଝାରସୁଗୁଡା ଲଖନପୁର ବଣିପାହାଡ଼ ନିକଟ ଖେଳ ପଡ଼ିଆରୁ ବାପା, ମାଆ ଓ ଝିଅର ମୃତଦେହ ଠାବ ହୋଇଛି । ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ସୂଚନା ରହିଛି । ବ୍ୟକ୍ତି ଜଣଙ୍କ ସ୍ତ୍ରୀ ଓ ଝିଅକୁ ହତ୍ୟା କରି…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପ୍ରଥମେ  ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । ଏହାପରେ କୃଷ୍ଣପ୍ରସାଦ ଓ ପିପିଲିରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ହସ୍ପିଟାଲରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା: କହିଲେ ମୃତ୍ୟୁ ହେଲେ ବିଜେଡି ନେତା ବ୍ୟୋମକେଶ ଦାୟୀ

ଭୁବନେଶ୍ୱର: ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଭଦ୍ରକ ଚାନ୍ଦବାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, 'ମୁଁ ମରିଗଲେ ବିଜେଡି ନେତା ତଥା ବର୍ତ୍ତମାନର ବିଧାୟକ ବାପି (ବ୍ୟୋମକେଶ) ରାୟ ଓ ମୋ ସ୍ୱାମୀ ରଞ୍ଜନ ସାହୁ…

‘ରାଜ୍ୟରେ ବିଜେପି ସରକାର କଲେ ଦେଶୀ ମଦ ସମ୍ପୂର୍ଣ୍ଣ ବ୍ୟାନ୍ ହେବ’

ଦେବଗଡ଼: ଦେବଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର । ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ ନିବେଦନ କଲେ ଧର୍ମେନ୍ଦ୍ର । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏବେ…

ବିଜେଡିରେ ଏକନାଥ ସିନ୍ଦେ !

ଭୁବନେଶ୍ବର : ଓଡିଶାରେ ହେବ କି ଅପରେସନ୍ ଲୋଟସ୍‌! ବିଜେଡି ଭାଙ୍ଗିବାକୁ ଚାଲ୍ କରୁଛି କି ବିଜେପି! ସଂଖ୍ୟା ନମିଳିଲେ ବି ମହାରାଷ୍ଟ୍ର ଭଳି ସରକାର ଗଢିବ କି ବିଜେପି ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ…