Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆଜି ଶେଷ ହେଉଛି ପ୍ରଚାର

ଭୁବନେଶ୍ବର: ଆସନ୍ତା ୨୦ ଅର୍ଥାତ୍ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସେନେଇ ଆଜି ସରୁଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ଆଜି ସଂଧ୍ୟାରେ ଏହା ଶେଷ ହେବ । ଶେଷ ଦିନରେ…

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ । ବୈଠକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର…

ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍କୁ ଟେକି ଦେଇପାରିବିନି: ଅନୁଭବ ମହାନ୍ତି

ଭୁବନେଶ୍ୱର: ବାସ୍ତବରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା, ଦଳର ନେତା ଓ ମନ୍ତ୍ରୀମାନେ ମଧ୍ୟ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଁ ବିଜେଡିର ସାଂସଦ ଥିଲି,…

ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ଏବେ ନିର୍ବାଚନୀ ପ୍ରଚାର ଜାରି ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ । ତେବେ ଏହି ପ୍ରଚାର ସମୟରେ ବିଭିନ୍ନ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଓ…

‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଓ ପାଣ୍ଡିଆନଙ୍କ ଦ୍ବାରା ଓଡ଼ିଆ ବରପୁତ୍ରଙ୍କୁ ଅପମାନ କୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡିର ନେତା ମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ନିର୍ବାଚନ ଯେତେ…

ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଭୁବନେଶ୍ଵର ସାଂସଦ ପାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିବାକୁ ଜଟଣୀରେ…

‘ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି, ବିଜେପି ସରକାର ଆସିଲେ ଉପଯୁକ୍ତ ପ୍ରାପ୍ୟ ମିଳିବ’

ରାଉରକେଲା: ଚାଲିଛି ନିର୍ବାଚନର ପର୍ବ । ଓଡିଶାରେ ଘନ ଘନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ନେତା । ଆଜି ମଧ୍ୟ ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୫ ଟି ରେ ଜିତିବ ବିଜେପି ଏବଂ ୧୪୭ଟି…

ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ

ଅନୁଗୋଳ: ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ କୁହନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ବର…

କଣ୍ଟାବାଞ୍ଜିରେ `ନବୀନ’ କାର୍ଡ

ଭୁବନେଶ୍ବର: କଣ୍ଟାବାଞ୍ଜି ଲଢେଇରେ ନବୀନ ଟୁଇଷ୍ଟ। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପୁର ଫର୍ମୂଲା ସଫଳତା ଆଣିବା ପରେ ଏଥର ପଶ୍ଚିମ ଓଡିଶାରେ ବିଜେଡି ଚଳାଇଛି ନବୀନ ଗୋଟି। ଗତଥର କଣ୍ଟାବାଞ୍ଜିରେ କଂଗ୍ରେସର ହେଭିଓ୍ବେଟ୍…

ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?

ଭୁବନେଶ୍ବର: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢେଇ । ସୁନ୍ଦରଗଡ ମହାସମରରେ ଏଥର ପୁଣି ଜୁଏଲ-ଦିଲ୍ଲୀପ ମୁକାବିଲା । ପୂର୍ବରୁ ୨୦୧୪ରେ ଉଭୟଙ୍କ ଟକ୍କରରେ ବାଜି ମାରିଥିଲେ ଜୁଏଲ୍ ଓରାମ । ଏଥର ସୁନ୍ଦରଗଡ ଗ୍ରାଉଣ୍ଡରେ କିଏ ମାରିବେ ଗୋଲ୍‌? ବିଜେପିରୁ ହେଭିୱେଟ୍ ଜୁଏଲ ଓରାମ ଓ ବିଜେଡିରୁ…