Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାର ନାମକୁ ଟ୍ରେଡ୍‌ମାର୍କ ସ୍ୱୀକୃତି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ୨୯ଟି ନାମର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବାବେଳେ, ସେଥିରୁ ତିନୋଟି ନାମକୁ ଆଇନଗତ ସ୍ବୀକୃତି ମିଳିଛି । ଆଉ ୨୬ଟି ଦରଖାସ୍ତ ଇଣ୍ଡିଆ ଟ୍ରେଡ୍‌ମାର୍କ ରେଜେଷ୍ଟ୍ରି ନିକଟରେ ବିଚାରାଧୀନ ରହିଛି ।…

ମାଡ଼ ମାରି କୂଅରେ ଫିଙ୍ଗିଦେଲେ ଦୁର୍ବୁତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

ବରଗଡ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କୁ ୪ ଦିନ ପରେ ଉଦ୍ଧାର କରାଯାଇଛି । ଯୁବକଙ୍କୁ ୫ ଜଣ ବ୍ୟକ୍ତି ମାଡ ମାରିବା ପରେ ସେ ଅଚେତ ହେବା ପରେ ତାଙ୍କୁ ମୃତ ଭାବି ଉକ୍ତ ପରିତ୍ୟକ୍ତ କୂଅରେ ଫୋପାଡି ଚାଲିଯାଇଥିଲେ । ଏହି ଘଟଣା ଏବେ…

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିଜେପି…

ସ୍ଲିପର ବସରେ ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ;୭ ଦିନରେ ୩୮୯ଟି ଇ-ଚାଲାଣ

ଭୁବନେଶ୍ବର:ସ୍ଲିପର୍‌ ବସ୍‌ଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡ୍ରାଇଭର ପାର୍ଟିସନ୍‌ କବାଟ ବିରୋଧରେ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି । ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ…

ଚନ୍ଦ୍ରିକା ମୁର୍ମୁ ମୃତ୍ୟୁ ମାମଲା; ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୃତକଙ୍କ ମାଆ

ଭୁବନେଶ୍ୱର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସ ହେବାରୁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ଚନ୍ଦ୍ରିକାଙ୍କ ମାଆ। ପାଣିରେ ବୁଡ଼ି ଝିଅର…

ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିବା ଅଭିଯୋଗ, ପ୍ରେମିକ ଗିରଫ

ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ। ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ଗିରଫ ହେଲା ପ୍ରେମିକ। ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଞ୍ଚଳର ଯୁବକ ଗିରଫ ହୋଇଛି। ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଜଣାପଡିଛି। ରାକେଶ ଆଚାର୍ଯ୍ୟଙ୍କୁ…

ଭେଣ୍ଟିଲେଟରେ ମହିଳାଙ୍କ ହେଲା ପ୍ରସବ: ମଣିପାଲ ହସ୍ପିଟାଲରେ ମାଆ ଓ ଶିଶୁଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ସଠିକ ସମୟରେ ଚିକିତ୍ସା ଓ ଡାକ୍ତରୀ ଦଳର ନିରନ୍ତର ଉଦ୍ୟମ ଫଳରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରାଯାଇଛି। ଗର୍ଭାବସ୍ଥାର ଶେଷ ସପ୍ତାହରେ ମହିଳା ଜଣକ ଗୁରୁତର ଜଟିଳତାର ଶିକାର ହେବା ସହ ହଠାତ୍ ତାଙ୍କ ହାର୍ଟ ବନ୍ଦ…

‘ରଜ ସଂକ୍ରାନ୍ତି’ରେ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଲୋକପ୍ରିୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଜୁନ୍ ୧୫ ସୋମବାର ଅର୍ଥାତ ରଜ ସଂକ୍ରାନ୍ତି ସହିତ ଏକ ସ୍ୱତନ୍ତ୍ର ଖୋଲାଯିବା ଘୋଷଣା କରିଛନ୍ତି। ଚିଡ଼ିଆଖାନା ସଂଲଗ୍ନ ରାଜ୍ୟ ଉଦ୍ୟାନ ମଧ୍ୟ ଏହି ଦିନ ଖୋଲା ରହିବ। ସାଧାରଣତଃ, ପ୍ରାଣୀ…

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ଶରୀରର ୨୧ ସ୍ଥାନରେ ରହିଛି କ୍ଷତ

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ କେମିତି ମୃତ୍ୟୁ ହୋଇଥିଲା ସବୁକିଛି ରିପୋର୍ଟରେ ଉଲ୍ଲେଖ ହୋଇଛି । ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ…

ଇଭି ଅଟୋ-କାର୍ ଧକ୍କା: ଦୁର୍ଘଟଣାରେ ବାପା-ଝିଅ ମୃତ

ସମ୍ବଲପୁର: ଅଟୋ-କାର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ବାପା, ଝିଅ ମୃତ। ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତରା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଆଟୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅଟୋରେ ଥିବା ସୁରେନ୍ଦ୍ର ବେହେରା ଏବଂ ତାଙ୍କ ପାଞ୍ଚ ବର୍ଷର ଝିଅ…