Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ଭଦ୍ରକ: ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୧୦ ଜଣ ଆହତ ହୋଇଛନ୍ତି । ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା  । ଖବର ମୁତାବକ, ଜଗା ଦର୍ଶନ ସାରି ବୋଲେରୋ ଟି…

ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ । ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ୨ଟା ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରିଛନ୍ତି ।…

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ, ୬ ଲକ୍ଷ ୭୯ ହଜାର ଟଙ୍କା ଜବତ

ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଦୁର୍ନୀତି ମାମଲାରେ ଆଜି ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ନିରଟରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ପ୍ରଶାନ୍ତ…

କାରକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ଭୁବନେଶ୍ବର: ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଆରପଟେ ଆସି କାରଟି ଛିଟିକି ପଡ଼ିଥିଲା । ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି କାରଟି ଦୁର୍ଘଟଣା ଘଟିଛି । କାର ଭିତରେ ଥିବା…

ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ସମୟରେ ଶହେ ପିଲାଙ୍କର ୧୦୦ କୋଟି ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର…

‘ଆମକୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ହେବ ଯାହା ସ୍ୱାଗତଯୋଗ୍ୟ ଏବଂ ସମାବେଶୀ ହୋଇଥିବ’

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ (ଏସୟୁଆଇଆଇଟି)ର ୧୪ତମ ପ୍ରତିଷ୍ଠା ଦିବସ ସମାରୋହ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡକ୍ଟର ପିକେ ମିଶ୍ର । ଡକ୍ଟର ମିଶ୍ର ଉଦବୋଧନ ଦେଇ କହିଥିଲେ, ଆମେ ଯେଉଁ ଅଭିବୃଦ୍ଧି…

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର…

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହା ସମାବେଶକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ରାଜ୍ୟରେ…

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ୱର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଆଜି ଦିଲ୍ଲୀରେ ପୁରସ୍କୃତ ହୋଇଛି ଓଡ଼ିଶା ପୋଲିସ । ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌…

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର 

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡାଠାରେ ଅଘଟଣ ଘଟିଛି। ଘରର ସବୁ ଲୋକ ଟିଭି ଦେଖୁଥିବା ବେଳେ ଗ୍ୟାସ…