Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ…

ଘରେ କରେଣ୍ଟ ଚାଲିଗଲେ ‘ପାଓ୍ବର କଟ୍’ କୁହାନଯାଉ, ଗଣମାଧ୍ୟମକୁ ଶକ୍ତିମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ମନ୍ତ୍ରୀ ଶୁଣିବାକୁ ଚାହୁଁ ନାହାନ୍ତି ଗଣମାଧ୍ୟମର 'ପାଓ୍ବର କଟ୍' ଶବ୍ଦ ବ୍ୟବହାର। ଖବର ପରିବେଷଣ ବେଳେ ଗଣମାଧ୍ୟମ ପାଓ୍ୱର କଟ୍ ନୁହେଁ ବରଂ ପାଓ୍ୱାର ଟ୍ରିପ୍ ବୋଲି କହିବା ଆବଶ୍ୟକ। ଏହା କହିଛନ୍ତି ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଗୁରୁବାର ଅପରାହ୍ନରେ…

ଗଛରେ ପାଣି ଦେଉଥିଲେ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ

ବାଲେଶ୍ୱର:ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ । ହେଲେ କିଏ ଜାଣିଥିଲା ଗଛମୂଳେ ଏମିତି ଯମ ଛକି ବସିଛି ବୋଲି ? ଗଛରେ ପାଣି ଦେଉ ଦେଉ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ଜୀବନ ଚାଲି ଯାଇଛି । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ।…

ରାଜ୍ୟର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ସରକାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି। ସାମ୍ପ୍ରତିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏପରି କହି ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀପ ଶତପଥୀ ସ୍ମାରକୀ…

ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରତ୍ୟକ୍ଷଦର୍ଶୀ କହିଲେ ଦୁୁର୍ଘଟଣା ବେଳେ ସାଂସଦ ଥିଲେ ଗାଡିରେ

ବଲାଙ୍ଗୀର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟଣାରେ ନିକଟରେ ବଲାଙ୍ଗୀରରେ ଘଟିଥିବା ମର୍ମନ୍ତୁଦ ଘଟଣା ଏବେ ନୂଆ ମୋଡ଼ ନେଇଛି, କାରଣ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପ୍ରମୋଦ ବେହେରା ନାମକ ଏହି ସାକ୍ଷୀ…

୧୭ରେ ଢେଙ୍କାନାଳ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

 ଭୁବନେଶ୍ୱର: ଧୀରେ ଧୀରେ ବଢିଲାଣି ନିର୍ବାଚନୀ ଉଷ୍ମତା । ଗ୍ରାସରୁଟରୁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।     …

ରାଜଧାନୀରେ ସକାଳୁ ପାରା ୩୦ ଡିଗ୍ରୀ ପାର୍; ଆଗାମୀ ୫ ଦିନ ଜାରି ରହିବ ଗୁଳୁଗୁଳି

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଗୁଳୁଗୁଳି ଅସମ୍ଭାଳ ହେଲାଣି। ଘରୁ ବାହାରିଲେ ଝାଳରେ ବୁଡ଼ିବା ସହ ଅଣନିଃଶ୍ୱାସୀ ଲାଗୁଛି। ଆଉ ଘର ଭିତରକୁ ଆସିଲେ ବାରମ୍ବାର ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ଆହୁରି ବିରକ୍ତିକର। ସକାଳ ସାଢେ ୫ ଟା ସୁଦ୍ଧା ରାଜଧାନୀର ତାପମାତ୍ରା…

ପରକୀୟା ପ୍ରୀତି ସନ୍ଦେହରେ ବଳି ପଡ଼ିଲା ୫ ବର୍ଷର ଶିଶୁ, ମାରି ଟାଙ୍ଗି ଦେଲା ବାପା

ରାଉରକେଲା: ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ନିଜ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗି ଦେଲା ବାପା। ଶନିବାର ସକାଳେ ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଅଭିଯୁକ୍ତ ଜଣଙ୍କ ହେଲେ ରାଜୁ ଲାକ୍ରା। ଖବର ପାଇ ପୁଲିସ  ଘଟଣା ସ୍ତଳରେ ପହଞ୍ଚି…

କୋର୍ଟ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସରକାର ଦେବେ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟ କର୍ମଚାରୀମାନେ ପିନ୍ଧିବେ ନିୟମିତ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାର ଦେବେ ସ୍ୱତନ୍ତ୍ର ଭତ୍ତା। ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର…

ଖୋର୍ଦ୍ଧାରେ ଗୁଳିମାଡ଼ ଘଟଣା, ବ୍ରାଉନସୁଗାର ମାଫିଆଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖୋର୍ଦ୍ଧା ସାମନ୍ତରାୟ ଛକରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନିଶା ବେପାରୀ ସୋମନାଥ। ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ଘରୋଇ…