Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର…

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା 'କାଳିଆ ସ୍କଲାରସିପ୍' ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ…

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା…

ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ୫-ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରର ବିଭିନ୍ନ ଅଂଶୀଦାରଙ୍କୁ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଓ ଅନୁଷ୍ଠାନିକ…

ଡିଜିପି ଦୌଡ଼ ଭିତରେ ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା

ଭୁବନେଶ୍ୱର: ଓଡ଼ିଶାରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପଦପାଇଁ ପ୍ରମୁଖ ଦାବିଦାର ଥିବା ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ତାଙ୍କ ଅନୁରୋଧକୁ ଗ୍ରହଣ କରି ବୁଧବାର ଏକ ବିଜ୍ଞପ୍ତି ଜାରି କରି ୨୦୨୪…

ଡିଭାଇଡରରେ ପିଟି ହୋଇ ଓଲଟିପଡିଲା ବସ୍, ୨୧ ଯାତ୍ରୀ ଆହତ

କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ…

ଓଇଆରସିର ଜନଶୁଣାଣି, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଗ୍ରୀଡକୋର ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା…

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ…